April 4, 2026
Home » ଭୁବନେଶ୍ବର ରାଜଭବନ ସ୍କୁଲ୍‌ରେ ଖଡ଼ି ଛୁଆଁ କାର୍ଯ୍ୟକ୍ରମ

ଭୁବନେଶ୍ବର ରାଜଭବନ ସ୍କୁଲ୍‌ରେ ଖଡ଼ି ଛୁଆଁ କାର୍ଯ୍ୟକ୍ରମ

0
WhatsApp Image 2026-04-04 at 1.33.53 PM (1)

ପିଲାଙ୍କୁ ଖଡ଼ି ଛୁଆଁଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଖଡ଼ିଛୁଆଁ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ‘ଶିକ୍ଷାକ୍ଷେତ୍ରରେ ପରିବର୍ତ୍ତନ ପାଇଁ ଏ ଉତ୍ସବ ପାଳନ କରୁଛୁ’‘ଶତ ପ୍ରତିଶତ ନାମ ଲେଖା ଆମର ଲକ୍ଷ୍ୟ’ଖଡ଼ିଛୁଆଁ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନାରାଜ୍ୟରେ ଶିଶୁବାଟିକାରେ ମିଶିବ ସମସ୍ତ ଅଙ୍ଗନବାଡ଼ି‘ଗୋଟିଏ ଛାତ ତଳେ ରହିବ ଶିଶୁବାଟିକାରୁ ପ୍ରାଥମିକ ଶିକ୍ଷା’‘ପ୍ରାଥମିକ ଶିକ୍ଷାକୁ ଦୃଢ଼ କରିବାକୁ ଗାଁରେ ହେବ ମଡେଲ୍ ସ୍କୁଲ୍’‘୫ ଏକର ଜାଗାରେ ନିର୍ମାଣ ହେବ ଗୋଦାବରୀଶ ମିଶ୍ର ପ୍ରାଥମିକ ସ୍କୁଲ’ ‘୬ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବ’

Leave a Reply

Your email address will not be published. Required fields are marked *