December 22, 2025
Home » ଭେଡେନ ଥାନାରେ ନୂତନ ଥାନା ଅଧିକାରୀ ଭାବରେ ଶଶୀଭୁଷଣ ମିଶ୍ର ଙ୍କ ଯୋଗଦାନ

ଭେଡେନ ଥାନାରେ ନୂତନ ଥାନା ଅଧିକାରୀ ଭାବରେ ଶଶୀଭୁଷଣ ମିଶ୍ର ଙ୍କ ଯୋଗଦାନ

0
WhatsApp Image 2025-09-15 at 8.51.17 PM

 

ଭେଡେନ ଥାନାରେ ନୂତନ ଥାନା ଅଧିକାରୀ ଭାବରେ ଶଶୀଭୁଷଣ ମିଶ୍ର ଯୋଗଦାନ କରିଛନ୍ତି।ସେ ଆଗରୁ ଗାଇସିଲେଟ ଥାନାରେ କାର୍ଯ୍ୟରତ ଥିଲେ। ଭେଡେନ ଅଞ୍ଚଳବାସୀ ଙ୍କ ସେବା କରିବା ତାଙ୍କର ପ୍ରଥମ କର୍ତ୍ତବ୍ୟ ବୋଲି ସେ ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି।

ଅବସରରେ ଭେଡେନ ଥାନା ର କର୍ମଚାରୀ ମାନେ ନୂତନ ଥାନା ଅଧିକାରୀ ଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ଭେଡେନ ରେ   ଥାନା ଅଧିକାରୀ ଭାବେ ଥିବା ସୁଶାନ୍ତ ଦାଶ ଙ୍କୁ ବରଗଡ ଗ୍ରାମାଞ୍ଚଳ ଥାନାକୁ ଥାନା ଅଧିକାରୀ ଭାବେ ବଦଳି ହୋଇଛି!

 

ବରଗଡ଼ ଜିଲ୍ଲା  ଇପିଏ ରୁ ଶ୍ରୀ କ୍ଷମାନିଧି ବଣ୍ଡୁକି ଙ୍କ ରିପୋର୍ଟ (ଇଷ୍ଟର୍ଣ୍ଣ ପ୍ରେସ ଏଜେନସୀ)

Leave a Reply

Your email address will not be published. Required fields are marked *