October 23, 2025
Home » ଭେଡେନ ପୋଲିସ ର ଜୁଆ ଆଡ୍ଡା ଉପରେ ଚଢଉ ୧୨ଗିରଫ୍

ଭେଡେନ ପୋଲିସ ର ଜୁଆ ଆଡ୍ଡା ଉପରେ ଚଢଉ ୧୨ଗିରଫ୍

0
vlcsnap-2025-09-09-12h51m53s47

:ଭେଡେନ ବ୍ଲକ ଅନ୍ତର୍ଗତ କୁଦୋପାଲି ଠାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଭେଡେନ ପୋଲିସ ଚଢଉ କରି ପ୍ରାୟ ୧୨ଜଣ ଙ୍କୁ ଗିରଫ କରିଛନ୍ତି ।।ଏହାସହପ୍ରାୟ ଟ ୧୭ .୬୯୬୦ ନଗଦରାଶି ,୨୧ଟି ବାଇକ,୩ଟି ଚାରିଚକିଆଗାଡି,୧୫ଟିମୋବାଇଲ,ଗୋଟିଏ ବାଉଁଶ ଟୋପା,ଗୋଟିଏ ଘୁଡୁଘୁଡୁପଟ୍ଟି,ଏବଂ ୬ଟିଗୋଟି ଜବତ କରାଯାଇଛି ।

ଗିରଫ ବ୍ଯକ୍ତି ମାନଙ୍କ ମଧ୍ଯରେ ଶୁକ୍ରୁ ଭୁଏ,ଗବାକ୍ଷ ଜଗତ,ଜଗନ୍ନାଥ ଛତ୍ରିଆ,ଲିଙ୍ଗରାଜକରତ,ପଞ୍ଚୁସାହୁ,ସୁଦାମ କାଣ୍ଡ,ବିଶ୍ବଜିତ ଖମାରୀ,ଦେବରାଜ ଭଇନା,ସନୁ ବେହେରା,ବାବୁଲାଲ ସେଟ୍,ଗଉତମ ଗୁରୁ,ଧନେଶ୍ବର ପୋଡ ଙ୍କୁ ଭେଡେନ ପୋଲିସ ଭେଡେନ ପି,ଏସ୍,କେଶ ନଂ୨୦୮ତା,୭,୯,୨୦୨୫ୟୁଏସ୍୩ଓପିଜି ଏକ୍ଟ ରେ ଗିରଫ କରାଯାଇ କୋଟ ଚାଲାଣ କରାଯାଇଛି ବୋଲି ଏକ ପ୍ରେସ୍ ମିଟ ରେ ବରଗଡ ଏସ,ଡି,ପି,ଓ ପଦାରବିନ୍ଦ ତ୍ରିପାଠୀ ପ୍ରକାଶ କରିଛନ୍ତି ।।

ବରଗଡ଼ ଜିଲ୍ଲା ଭେଡେନ ଇପିଏ ରୁ ଶ୍ରୀ କ୍ଷମାନିଧି ବଣ୍ଡୁକି ଙ୍କ ରିପୋର୍ଟ (ଇଷ୍ଟର୍ଣ୍ଣ ପ୍ରେସ ଏଜେନସୀ)

Leave a Reply

Your email address will not be published. Required fields are marked *