ମଣ୍ଡାକିଆ ରାସ୍ତାର ବୋଡ ପ୍ରତି ବିଭାଗିୟ ଦୃଷ୍ଟି ପଡିବ କେବେ ?
ଶଙ୍କରାଖୋଲ- କଇ଼ଁଝର – ପାବୁରିଆ- _ ଫୁଲବାଣୀ ଇ ପି ଏ କନ୍ଧମାଳ ଜିଲ୍ଲା ଘୁଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଟିକାବାଲି, ଚକାପାଦ, ରାଇକିଆ ବ୍ଲକ ସହ ପୂର୍ତ୍ତ ବିଭାଗ ର ସଂଯୋଗୀ କରଣ ଓ ନୂତନ ରାସ୍ତାର ଉନ୍ନତିକରଣ, ଦୁଇ ପାର୍ଶ୍ଵରେ ଗାଡଓଲ,କାମ ଚାଲିଛି ହେଲେ ବିଶେଷ ସମୟରେ ଅଧିକାରୀ ମାନଙ୍କ କ୍ଷଣ ସମୟର ଉପସ୍ଥିତ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଅଛି। ଶଙ୍କରାଖୋଲ-କଇ଼ଁଝର – ପାବୁରିଆ- ମଣ୍ଡାକିଆ ରାସ୍ତାର ଅବସ୍ଥା ସଙ୍କଟାପନ୍ନ ଥିଲା ଏବେ ଧିରେ ଧିରେ ପରିବର୍ତ୍ତନ ହେବାରେ ଲାଗିଛି। ଦୁଃଖ ର ବିଷୟ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଫୋଟ, ଓଡ଼ିଶା ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଫୋଟ ଚିତ୍ର ବୋର୍ଡରେ ଲାଗିଛି।ହେଲେ ଅଦିନିଆ ବର୍ଷା ଝଡ ଲୁହାବୋଡ କୁ ପବନରେ ଚାପି ଦେଇଛି,ଦେଶରେ ବିଜେପି, ଓଡ଼ିଶା ରେ ନୂତନ ବିଜେପି ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଦୁର୍ନୀତି ମୁକ୍ତ କରିବା ଲକ୍ଷ୍ୟରେ ଓଡ଼ିଶା ବାସୀ ଙ୍କୁ ଶାସନ କରୁଥିବା ବିଜେଡି ସରକାରଙ୍କ ସହ କଡାଟକରେ ନୂତନ ବିଜେପି ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ସରକାର ପ୍ରତିଶ୍ରୁତି ବଦ୍ଧ ଏଥିରେ ସରକାର ଙ୍କ ନୀୟମ ନାଲି କାର୍ଯ୍ୟନୁଷ୍ଠାନ ହେଲେ ଏହି ରାସ୍ତାରେ ଜିଗିନାଗା ନଦୀ ରେ ସେତୁ ନିର୍ମାଣାଧୀନ ହେଲେ ଦିର୍ଘ ଦୁଇବର୍ଷ ରୁ ଅଧିକ ହେବ ,ବ୍ରିଜ କାମ ଚାଲିଛି। ସୂଚନା ଫଳକ ଲାଗିଥିବାରୁ ସାଧାରଣ ରେ କେତେ କୋଟି ଟଙ୍କା ବ୍ୟୟବରାଦରେ ଚାଲିଛି କାମ ତାହା ମଧ୍ୟ ଜନସାଧାରଣ ଙ୍କ ଉଦ୍ଧେଶ୍ୟରେ ହେଲେ , ସାଧାରଣ ରେ ଚର୍ଚ୍ଚା ହେଉଛି କି ପୂର୍ବ ବିଜେଡି ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅମଳରେ ଅଫିସର ମାନଙ୍କ ରାଜ ଚାଲିଛି କୁହାଯାଉଥିଲା,

ଏପରିକି ପଲିସଭା ମଧ୍ୟ ଠିକରେ ହେଉନଥିଲା କିନ୍ତୁ ରାସ୍ତା ଘାଟ ର ଉନ୍ନତି ହୋଇଛି। ସାଧାରଣ ରେ ଚର୍ଚ୍ଚା ହେଉଛି କୋଟିକୋଟି ଟଙ୍କାର ବ୍ୟୟବରାଦ ରେ ନିର୍ମିତ ବ୍ରିଜ କାମ ଚାଲିଛି ହେଲେ ବିଭାଗିୟ ଅଧିକାରୀ ମାନଙ୍କ ଆନ୍ତରିକତା ଅଭାବ ନତୁବା ନୂତନ ବିଜେପି ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ପ୍ରତିଡର ଭୟ ନାହିଁ, ଦୀର୍ଘ ଦୀନହେଲା ମୂଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଫୋଟ ଚିତ୍ର ଥିବା ପୂର୍ତ୍ତ ବିଭାଗ ର ବୋଡା ପଡ଼ିଛି ହେଲେ କଣ ବିଜେପି ପ୍ରେମି କେହି ନାହାଁନ୍ତି କି ବୋଲି ପ୍ରଶ୍ନ ବାଣରେ ବିଜେପି ପାଇଁ ଲଜ୍ଜାଜନକ ବିଷୟ ଚନ୍ଦ୍ର ରେ କଳଙ୍କ ଲାଗିଲା ଭଳି କନ୍ଧମାଳ ଜିଲ୍ଲା ରେ ଆଜିବି ସରକାରୀ ବାବୁ ମାନଙ୍କ ଜିଲ୍ଲା ପ୍ରତିଦରଦ ନାହିଁ, ଏପରି ବିନା ସୂଚନା ଫଳକ ରେ କାମ ଚାଲୁଥିବା ଦୃଷ୍ଟାନ୍ତ ରହିଛି ? ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀ ହେଲେ ଦୁଇଜଣ ବିଧାୟକ ଫୁଲବାଣୀ ବିଧାୟକ ଶ୍ରୀ ଯୁକ୍ତ ଉମାଚରଣ ମଲିକ ଓ ଘୁଉଦୟଗିରି ବିଧାୟକ ଶ୍ରୀ ଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ଅଛନ୍ତି।ଜିଗନାଗା ନଦୀ ରେ ପୋଲ ନିର୍ମାଣ ପ୍ରତି କାହାର ନଜର କେତେ , ଛୋଟ ଛୋଟ କାମ ବ୍ଲକ, ପଞ୍ଚାୟତ ରେ ବିନା ସୂଚନା ଫଳକ ରେ କାମ ପଚାରୁଛି କିଏ ଯେଉଁଠି ବିଭାଗିୟ ଅଧିକାରୀ ମାନେ ଜାଣିଛନ୍ତି ନାଁ ମୂଖ୍ୟମନ୍ତ୍ରୀ ଙ୍କୁ ବିଭାଗ କଳାଛିଟା ମାରୁଛି,ବୋଡଉଠିବ କେବେ ଦେଖିବାକୁ ବାକି ରହିଲା ସାଧାରଣ ରେ।
କନ୍ଧମାଳ ଜିଲ୍ଲା ଇପିଏ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ନାୟକଙ୍କ ରିପୋର୍ଟ ଫୁଲବାଣୀ
