July 7, 2025
Home » ମଣ୍ଡି ଧାନ କିଣା ଆରମ୍ଭ

ମଣ୍ଡି ଧାନ କିଣା ଆରମ୍ଭ

0
WhatsApp Image 2024-12-30 at 2.18.21 PM

ଗତ 20/12 ଦିନ ଦେଓଗଡ ଜିଲ୍ଲା କଂସର ଠାରେ ଚଳିତ ବର୍ଷ ର ଧାନ କିଣା ଆରମ୍ଭ ହୋଇ ଥିଲା ବେଳେ ଆଜି ପୁଣି ପୁର୍ନବାର ଦେଓଗଡ଼ ଜିଲ୍ଲା ତିଲେଇବନି ବ୍ଲକ ତିଲେଇବନି ଠାରେ ଚଳିତ ବର୍ଷ ର ଧାନ କିଣା ଆରମ୍ଭ ହୋଇଛି।


ଅନୁଷ୍ଟିତ ଧାନ କିଣା ରେ ମୁଖ୍ୟ ଅତିଥି ବିଜେପି ଜିଲ୍ଲା ସଭାପତି ତଥା ସମ୍ୱଲପୁର ସାଂସଦ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଅରୁଣ କୁମାର ସାହୁ ମହୋଦୟ। ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବୃନ୍ଦା ବତି ଭୋଇ। ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ଆରତି ପ୍ରଧାନ। ଜିଲ୍ଲା ପରିଷଦ ସଦଶ୍ୱା ଶ୍ରୀମତୀ ସାମଲ ଓ ଜିଲ୍ଲା ଯୋଗାଣ ବିଭାଗ ର ଅଧିକାରୀ ମାନେ ମଧ୍ଯ ଉପସ୍ଥିତ ରହି ଧାନ କିଣା ଶୁଭାରମ୍ଭ କରିଥିଲେ।

ଚଳିତ ବର୍ଷ ନୂତନ ସରକାର ଙ୍କ ଧାନ ନିର୍ବାଚନ ପ୍ରତିଶ୍ରୁତି MSP ଦେବା ପାଇଁ ପ୍ରତିଶ୍ରୁତି ପୂରଣ କରିଛନ୍ତି। ଦେଓଗଡ଼ ଜିଲ୍ଲା ରେ ଚଳିତ ବର୍ଷ ପାଇଁ ପ୍ରଥମ ପର୍ଯ୍ୟାୟରେ ପାଞ୍ଚ ଲକ୍ଷ କ୍ୟୁଟାଲ ଧାନ କିଣା ଜିବା ପାଇଁ ଧାର୍ଯ୍ୟ କରାଯାଇ ଥିଲା ବେଳେ 49 ଟି ମଣ୍ଡି ଖୋଲା ଜିବ ଦେଓଗଡ ଜିଲ୍ଲା ରେ ଚଳିତ ବର୍ଷ ପାଇଁ 19662 ଚାଷୀ ପଞ୍ଜିକରଣ କରିଥିବା ଦେଓଗଡ ଜିଲ୍ଲା ପାଳ ଓ ଯୋଗାଣ ଅଧିକାରୀ ରଞ୍ଜନ କୁମାର ପଣ୍ଡା। ସୁଚନା ଦେଇଥିବା ଜଣାପଡ଼ିଛି।

ଦେବଗଡ ଇପିଏ ରୁ ଦେବାନନ୍ଦ ନାଏକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *