December 22, 2025
Home » ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡାପାଲି ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡାପାଲି ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

0
WhatsApp Image 2025-10-14 at 12.16.55 PM

ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ହରଡ଼ଖୋଲ ଗ୍ରାମପଞ୍ଚାୟତ ର ସାହାଜପିଟା ଗ୍ରାମରେ ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡାପାଲି ( ବୀରମହାରାଜପୁର ) ଆନୁକୂଲ୍ୟରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି l ମୋଟ 61 ଜଣଚକ୍ଷୁ ପରୀକ୍ଷା ପାଇଁ ଆସିଥିବା ବେଳେ ସେଥିମଧ୍ୟରୁ 8 ଜଣ ଙ୍କୁ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ପାଇଁ ପଣ୍ଡା ପାଳି କୁ ପଠାଯାଇଥିଲା l ସେଥିମଧ୍ୟରୁ 12 ଜଣ ସାଧାରଣ ରୋଗୀ ଙ୍କୁ ଚିକିତ୍ସା ପାଇଁ ମହାନଦୀ ନେତ୍ର ଚିକିତ୍ସଳୟ କୁ ପଠାଯାଇଥିବା ବେଳେ 21ଜଣ ଙ୍କୁ ଚଷମା ପ୍ରଦାନ କରାଯାଇଥିଲା l ଏହି ସମସ୍ତ କାର୍ଯ୍ୟକ୍ରମ ରେ ଧର୍ମୁ ମହାନନ୍ଦ ଜିଲ୍ଲା କାର୍ଯ୍ୟକ୍ରମ ଆସୋସିଏଟେଡ଼ ସହାୟତା କରିଥିଲେ l ଆଦର୍ଶ ରଶ୍ମିରଂଜନ ରୋଗୀ ଙ୍କୁ ଚିକିତ୍ସା କରିଥିଲେ l ଗୌତମ କୁମ୍ଭାର, MLOP ର ଦୁଇ ଛାତ୍ରୀ ଏଥିରେ ସହାୟତା କରିଥିବା ବେଳେ ସାହାଜପିଟା ଗ୍ରାମବାସୀ ସହଯୋଗ କରିଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *