February 3, 2026
Home » ମହାମହିମ ରାଷ୍ଟ୍ରପତି ଙ୍କ ପୁରୀ ଗ୍ରସ୍ତ କୁ ନେଇ ମାନସ ସାହୁ ଙ୍କ ବାଲୁକା ସ୍ୟାଣ୍ଡ ଆନିମେଟର

ମହାମହିମ ରାଷ୍ଟ୍ରପତି ଙ୍କ ପୁରୀ ଗ୍ରସ୍ତ କୁ ନେଇ ମାନସ ସାହୁ ଙ୍କ ବାଲୁକା ସ୍ୟାଣ୍ଡ ଆନିମେଟର

0
WhatsApp Image 2026-02-02 at 10.40.02 AM

ମହାମହିମ ରାଷ୍ଟ୍ରପତି ଦେଶ ର ପ୍ରଥମ ନାଗରିକ ଓଡିଶା ରେ ଥିବା ଚାରିଧାମ ମଧ୍ୟ ରୁ ଅନ୍ୟତମ ଜଗନ୍ନାଥ ମନ୍ଦିର ଏବଂ ପୁରୀ ରେ ଥିବା ଶ୍ୱେତଗଙ୍ଗା ରେ ଶ୍ରାଦ୍ଧ ପ୍ରଦାନ କରିବାକୁ ଆସୁଛନ୍ତି|ତାଙ୍କ ର ପୁରୀ ଗ୍ରସ୍ତ ଏବଂ ପ୍ରଭୁ ଙ୍କ ପାଖରେ ପ୍ରାର୍ଥନା କୁ ଅତି ସୁନ୍ଦର ନିଖୁଣ ଭାବରେ ନିଜ ବାଲୁକା ସ୍ୟାଣ୍ଡ ଆନିମେସନ ରେ ଚିତ୍ରଣ କରିଛନ୍ତି ବିଶ୍ୱ ବିଖ୍ୟାତ ବାଲୁକା ସ୍ୟାଣ୍ଡ ଆନିମେଟର ମାନସ ସାହୁ |ଏହି ସ୍ୟାଣ୍ଡ ଆନିମେସନ କୁ ପ୍ରସ୍ତୁତ କରିବାକୁ ମାନସ ଙ୍କୁ ୨ଘଣ୍ଟା ସମୟ ଲାଗିଥିଲା|ଏଥିରେ ସେ Welcome to Puri, Odisha ର ବାର୍ତ୍ତା ଦେଇଛନ୍ତି |

 

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *