February 3, 2026
Home » ମାଝୀମୁଣ୍ଡା ଗ୍ରାମର ଚାରୋଟି ନଳକୂପ ଅଚଳ ଅବସ୍ଥାରେ, ମରାମତି ପାଇଁ ଦାବି l

ମାଝୀମୁଣ୍ଡା ଗ୍ରାମର ଚାରୋଟି ନଳକୂପ ଅଚଳ ଅବସ୍ଥାରେ, ମରାମତି ପାଇଁ ଦାବି l

0
WhatsApp Image 2025-12-10 at 11.55.42 AM

ସୁବର୍ଣ୍ଣପୁର — ପାଣି ପାଇଁ ଡହକ ବିକଳ ମାଝୀମୁଣ୍ଡା ଗ୍ରାମବାସୀ l ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ହରଡ଼ଖୋଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ମାଝୀମୁଣ୍ଡା ଗ୍ରାମର ଲୋକେ ପିଇବା ପାଣି ପାଇଁ ବହୁତ ହଇରାଣ ହେଉଥିବା ଯୋଗୁଁ ଗ୍ରାମବାସୀ ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି l ଆଜକୁ ଦୀର୍ଘ ଚାରି ପାଞ୍ଚ ମାସ ହେବ ମାଝୀମୁଣ୍ଡା ଗ୍ରାମରେ ଥିବା ଚାରି ଗୋଟି ନଳକୂପ ଅଚଳ ଅବସ୍ଥା ରେ ରହିଛି l ଏ ନେଇ ସ୍ଥାନୀୟ ଜନପ୍ରତିନିଧି ଏବଂ ବିଭାଗୀୟ ଅଧିକାରୀ ଙ୍କୁ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନଳକୂପ ମରାମତି ହୋଇପାରିନାହିଁ l ଶୀଘ୍ର ନଳକୂପ ମରାମତି ପାଇଁ ଗ୍ରାମବାସୀ ଙ୍କ ପକ୍ଷରୁ ଦାବି ହେଉଛି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *