ମାଟ୍ରିକ ବଚେ ର ଷଷ୍ଠ ତମ ବନ୍ଧୁ ମିଳନ
ପାରଳାଖେମୁଣ୍ଡି : ଆଜି ପାରଳାଖେମୁଣ୍ଡି ର ହୋମ ଫାର୍ମ ଠାରେ 1982 ମସିହା ମହାରାଜା ଉଚ୍ଚ ବାଳକ ବିଦ୍ୟାଳୟ ର ମାଟ୍ରିକ ବଚେ ର ଷଷ୍ଠ ତମ ବନ୍ଧୁ ମିଳନ ର ଆୟୋଜନ ହୋଇଥିଲା ଏଥିରେ 70 ଜଣ ଯୋଗଦାନ କରିଥିଲେ, ରାଜ୍ୟ ଓ ରାଜ୍ୟ ବାହାରେ ଥିବା ସମସ୍ତ ବନ୍ଧୁ ମାନେ ଯୋଗଦେଇ 43 ବର୍ଷ ର ସୁମର୍ତ୍ତି କୁ ମନେ ପକାଇ ଥିଲେ.ଏହି ବନ୍ଧୁ ମିଳନ କୁ ବିବେକ ନନ୍ଦ ଗଙ୍ଗାତୟତ, ତାରିଣୀ ପତ୍ର, ଗୌର ଚନ୍ଦ୍ର ମହାପାତ୍ର, ସତ୍ୟ ସାହୁ, ସତ୍ୟନାରୟଣ ପାଣିଗ୍ରାହୀ, ଅମୁଲ୍ୟ ପତ୍ର, ଅମୁଲ୍ୟ ସାହୁ ଚିତା ଦାସ,ସତ୍ୟବ୍ରତ ଦାସ ପ୍ରମୁଖ ଉପସ୍ଥିତ ଥିଲେ
