ମାଲକାନଗିରି ପୋଲିସକୁ ମିଳିଛି ଏକ ବଡ଼ ସଫଳତା

ମାଲକାନଗିରି ପୋଲିସକୁ ମିଳିଛି ଏକ ବଡ଼ ସଫଳତା l ଗତ 21ତାରିଖରେ ମାଲକାନଗିରି ଜିଲ୍ଲାକୁ ମାଓବାଦୀଙ୍କ ପ୍ରବେଶ ପରେ ସୁରକ୍ଷା ଭ୍ୟାବସ୍ତା କଡାକଡି କରାଯାଇଥିଲା l ଆପରେସନ ସମୀୟାରେ ସୁରକ୍ଷା ବହିନୀ ହାତରେ ଜଣେ ଅଜଣା ମହିଳାଙ୍କୁ ସନ୍ଦେହ ଜଣକ ଭାବରେ ଅଟକାଇଥିଲେ l ଅଟକ ମହିଳାଙ୍କୁ ପଚାରୁଚୁରା ପରେ ସେ କୌଣସି ସନ୍ତୋଷ ଜଣକ ଉତ୍ତର ଦେଇନଥିଲେ l
ପରେ ପୋଲିସ ଜାଣିବାକୁ ପାଇଥିଲା ଯେ ସିପିଆଇ ମାଓବାଦୀ କେନ୍ଦ୍ର କମିଟି ସଦସ୍ୟ ତଥା ଆନ୍ଦ୍ର ଓଡିଶା ସମ୍ପାଦକ ଉଦୟର ଅଙ୍ଗାରଖି ଅନୀତି ମାଡବି @ ଲକି l ଆଜି ଲକିକୁ ଗିରଫ କରାଯାଇଛି । 9 ଟି ଗୁଳିବିନିମୟ ହିଂସାକାଣ୍ଡରେ ମାଷ୍ଟର ମାଇଣ୍ଡ ଥିଲା ଲକି ।ତା ନାଁ ରେ ଦୁଇ ଲକ୍ଷ୍ୟ ଟଙ୍କା ପୁରସ୍କାର ଥିଲା। ମାଲକାନଗିରି ଜିଲ୍ଲା ଏମ ଭି -79 ଥାନା ଅନ୍ତର୍ଗତ କୁର୍ତ୍ତୀ ଜଙ୍ଗଲ ରେ ଗିରଫ କରିଛି ମାଲକାନଗିରି ପୋଲିସ।ସୂଚନା ଦେଇଛନ୍ତି ଦକ୍ଷିଣ ପଶ୍ଚିମଞ୍ଚଳ DIG ନିତି ଶେଖର। ଲକିକୁ ରିମାଣ୍ଡରେ ଅଣାଯାଇ ଅଧିକ ପୋଚରା ଉଚୁରା କରାଯିବ ବୋଲି DIG କହିଛନ୍ତି l
malkangiri epa ru bansidhara muduli nka report