December 30, 2025
Home » ମାହେଶ୍ୱରୀ ମନ୍ଦିର ପ୍ରତିଷ୍ଠା ବାର୍ଷିକୀ ଉପଲକ୍ଷେ ସୁବର୍ଣ୍ଣପୁର ଜିଲ୍ଲା ସୁନ୍ଦରାକାଣ୍ଡ ପାରାୟଣ ଅନୁଷ୍ଠିତ

ମାହେଶ୍ୱରୀ ମନ୍ଦିର ପ୍ରତିଷ୍ଠା ବାର୍ଷିକୀ ଉପଲକ୍ଷେ ସୁବର୍ଣ୍ଣପୁର ଜିଲ୍ଲା ସୁନ୍ଦରାକାଣ୍ଡ ପାରାୟଣ ଅନୁଷ୍ଠିତ

0
WhatsApp Image 2025-03-21 at 1.59.42 PM

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ଵୀରମହାରାଜପୁର ବ୍ଲକ ଖଣ୍ଡହତା ପଂଚାୟତ ର ବଡ଼ବରଡ଼ାକଟା ଠାରେ ମାହେଶ୍ୱରୀ ମନ୍ଦିର ପ୍ରତିଷ୍ଠା ବାର୍ଷିକୀ ଉପଲକ୍ଷେ ସୁନ୍ଦରାକାଣ୍ଡ ପାରାୟଣ ଅନୁଷ୍ଠିତ ହୋଇଯାଇଛି l ଏଥିଲେ ବ୍ୟାସ ଭାବରେ ପାଟଣାଗଡ଼ ର ବର୍ଷାରାଣୀ ତ୍ରିପାଠୀ ଓ ସାଥି ଯୋଗ ଦେଇ ଥିଲେ l ଏହି ଅବସରରେ ଗତକାଲି କଳସଯାତ୍ରା ଅନୁଷ୍ଠିତ ହୋଇଥିଲା l ଶତାଧିକ ମହିଳା ସ୍ଥାନୀୟ ବାଇଗଣୀଜୁର ରୁ ସଭାଯାତ୍ରା ରେ କଳସ ସ୍ଥାପନା କରିଥିଲେ l ଅଷ୍ଟପ୍ରହରୀ ନମଯଜ୍ଞ ଅନୁଷ୍ଠିତ ହେଉଛି l ପୂଜକ ଭାବରେ ବଳରାମ ପଣ୍ଡା ଦାୟିତ୍ୱ ତୁଲାଉଥିବା ବେଳେ ଗାଁ ଗୌନ୍ତିଆ ଶିବ ନାରାୟଣ ମିଶ୍ର ସପତ୍ନୀକ କର୍ତ୍ତା ଦାୟିତ୍ୱ ତୁଲାଉଛନ୍ତି l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *