February 23, 2026
Home » ମା ଚାଇଁଶ୍ବରୀ ଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା

ମା ଚାଇଁଶ୍ବରୀ ଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା

0
WhatsApp Image 2025-12-30 at 1.23.32 PM

ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ଚଞ୍ଚେଇପଡା ଗ୍ରାମ ରେ ଶ୍ରୀ ଯୋଗେଶ୍ୱର ଙ୍କ ମନ୍ଦିର ପ୍ରାଙ୍ଗଣରେ ଗ୍ରାମର ଇସ୍ତାଦେବୀ ମା ଚାଇଁଶ୍ବରୀ ଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ହୋଇଯାଇଛି ତିନି ଦିନ ଧରି ଚାଲିଥିବା ଯଜ୍ଞ ରେ ପ୍ରତିଷ୍ଠା ଉତ୍ସାବ ରେ 5000 ରୁ ଉର୍ଦ୍ଧ ଭକ୍ତ ଉପସ୍ଥିତ ଥିଲେ

ଅର୍ଣ୍ଣପ୍ରସାଦ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ( ମା ଗଡ଼ଦୁର୍ଗା ଭଂଜନ ସନ୍ଧ୍ୟା ) ସମସ୍ତ ଙ୍କ ମନ ମୁଗ୍ଧ ଥିଲା ତା ସହିତ ନୀଳକଣ୍ଟେଶ୍ୱର ମାରୁତି ନାଟ୍ୟ ସଂ ସଦ ରାତ୍ର ସାରା ଦର୍ଶକ ଙ୍କୁ ବାନ୍ଧି ରଖିଥିଲେ, ଏବଂ ପଣ୍ଡିତ ନିରଞ୍ଜନ ଦାଶ ଶର୍ମା, ସଭାପତି ଶମ୍ଭୁନାଥ ଶତପଥି ଉପ ସଭାପତି ବାବାଜୀ ପାତ୍ର ଏଂବ ଗ୍ରାମ ର ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ

Leave a Reply

Your email address will not be published. Required fields are marked *