July 1, 2025
Home » ମା ନାରାୟଣୀ ପୀଠରେ ଯଜ୍ଞ
WhatsApp Image 2025-05-02 at 1.10.30 PM

ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ମଣିଜଙ୍ଗା ପଂଚାୟତ ସୁଜାଉଦିନି ନଗର ପାଟଣା ଠାରେ ମା ନାରାୟଣୀଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି ଗ୍ରାମର ମହିଳା ଓ ପୁରୁଷ ମାନେ ନିକଟସ୍ତ ପୁର୍ଣତୋୟା ମହାନଦୀରୁ କଳସ ବୁଡ଼ାଇ ମା ନାରାୟଣୀ ଯଜ୍ଞ ସ୍ଥଳିରେ ଆଣି ସ୍ଥାପନା କରିଥିଲେ, ବ୍ରହ୍ମଣ ପଣ୍ଡିତ ମାନେ ପ୍ରଥମେ ସୂର୍ଯ୍ୟ ପୂଜା ଗୋପୁଜା, ନବଗ୍ରହ ପୂଜା ଆଦି କରି ବିଶ୍ୱ ଶାନ୍ତି ନିମନ୍ତେ ଯଜ୍ଞ ତିନିଦିନ ବ୍ୟାପି ଅନୁଷ୍ଠିତ ହୋଇ ଥିଲା କର୍ତ୍ତା କର୍ତ୍ତୀ ଭାବେ ଅବସର ପ୍ରାପ୍ତ ବାୟୁସେନା ଅଧିକାରୀ ସୁଶାନ୍ତ କୁମାର ସାହୁ ଓ ତାଙ୍କ ଧର୍ମପତ୍ନୀ କାର୍ଯ୍ୟ ସମ୍ପାଦନା କରିଥିଲେ , ଏଥି ସହିତ ଅଷ୍ଟ ପ୍ରହରି ନାମଯଂଜ୍ଞ ମଧ୍ୟ୍ୟ ଅନୁଷ୍ଠିତ ହେଇଥିଲା, ସୁଜାଉଦିନୀ ନଗର ପାଟଣା ଗାଁ ଓ ଆଖ ପାଖ ଗାଁ ର ହଜ଼ାର ହଜ଼ାର ଭକ୍ତ ପୂର୍ଣା ହୂତି ଦିବସରେ ଯୋଗ ଦେଇ ବିଭୁ କୃପା ଲାଭ କରି ଥିଲେ l

ରିପୋର୍ଟ :ଶ୍ରୀବତ୍ସ ପାଢ଼ୀ, ଇପିଏ ନିୟୁଜୁ l

Leave a Reply

Your email address will not be published. Required fields are marked *