October 23, 2025
Home »  ମିଶନ ଶକ୍ତି ବିଭାଗର ଗୋଷ୍ଠି ସହାୟିକା କର୍ମୀମାନଙ୍କ ଗଣଧାରଣା

 ମିଶନ ଶକ୍ତି ବିଭାଗର ଗୋଷ୍ଠି ସହାୟିକା କର୍ମୀମାନଙ୍କ ଗଣଧାରଣା

0
WhatsApp Image 2025-09-24 at 5.29.10 PM

 ଭେଡେନ:ଭେଡେନ ବ୍ଲକ ମିଶନ ଶକ୍ତି ବିଭାଗର ଗୋଷ୍ଠି ସହାୟିକା କର୍ମୀ ମାନେ ବ୍ଲକ ସମ୍ମୁଖରେ ଗଣଧାରଣାରେ ବସିଛନ୍ତି।

ସହାୟିକା ଗୋଷ୍ଠି ର ସଭାପତି ସରେନ୍ଦ୍ରୀ ପଟେଲ ଓ ସମ୍ପାଦିକା ପ୍ରଭାତୀ ମେହେରଙ୍କ ତତ୍ୱବଧାନରେ ଭେଡେନ ବ୍ଲକ ୧୭ଟି ପଂଚୟତର ସମସ୍ତ ଗୋଷ୍ଠି ସହାୟିକା କର୍ମୀ ମାନେ ଦୀର୍ଘ ଛଅ ମାସ ହେବ ପ୍ରୋସାହନ ରାଶି ବଦଳରେ ନିର୍ଦ୍ଧିଷ୍ଟ ପାରଶ୍ରମିକ ଦାବିରେ ସରକାରଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କୋଣସି ସ୍ଥାୟି ସମାଧାନ ନ ହେବାରୁ ଆଜି ସମସ୍ତେ ଭେଡେନ ବ୍ଲକ ସମ୍ମୁଖରେ ଗଣ ଧାରଣାରେ ବସିଥିଲେ ଓ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣା ଚାଲିବ ବୋଲି ଗୋଷ୍ଟି ର ମହିଳା କର୍ମୀମାନେ ପ୍ରକାଶ କରିଛନ୍ତି।

 

ଭେଡେନ ରୁ ହରିଶଙ୍କର ବେହେରା  ଇପିଏ ନ୍ଯୁଜ

Leave a Reply

Your email address will not be published. Required fields are marked *