July 4, 2025
Home » ମୁଖ୍ୟମନ୍ତ୍ରୀ ଙ୍କ ଦିନିକିଆ ଗସ୍ତ କୁ ନେଇ ପ୍ରସ୍ତୁତି ବୈଠକ

ମୁଖ୍ୟମନ୍ତ୍ରୀ ଙ୍କ ଦିନିକିଆ ଗସ୍ତ କୁ ନେଇ ପ୍ରସ୍ତୁତି ବୈଠକ

0
deba-mukhya

ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ଙ୍କ ଦେଓଗଡ଼ ଦିନିକିଆ ଗସ୍ତ ଓଡିଶା ସରକାର ଶ୍ରୀ ମୋହନ ଚରଣ ମାଝୀ ପ୍ରଥମ ଥର ଦେବଗଡ଼ ଜିଲ୍ଲା ଗସ୍ତ ନେଇ ଜିଲ୍ଲା ପ୍ରଶାସନ ଓ ବିଜେପି ଦେବଗଡ଼ ତରଫରୁ ପ୍ରସ୍ତୁତି ଚାଲିଥିବା ବେଳେ ପାଖା ପାଖି ୧୩ ଗୋଟି ପ୍ରକଳ୍ପ ଶିଳାନ୍ୟାସ ର ଶୁଭାରମ୍ଭ କରିବାର ସୂଚନା ମିଳିଛି l

ଦେଓଗଡ ପ୍ରଧାନ ପାଟ ସ୍ଥିତ ବଡ଼ବଗିଚା ଠାରେ ଜନ ସଭା ର ଆୟୋଜନ କରିଥିବା ବିଜେପି ସଭାପତି ତଥା ସମ୍ବଲପୁର ସାଂସଦ ଙ୍କ ଜିଲ୍ଲା ପ୍ରତିନିଧି ଶ୍ରୀ ଅରୁଣ କୁମାର ସାହୁ ଓ ବରିଷ୍ଠ କାର୍ଯ୍ୟ କର୍ତ୍ତା ସଭା ସ୍ଥଳ ପରିଦର୍ଶନ କରିଥିଲେ, ଜିଲ୍ଲା ସଭାପତି ଙ୍କ କହିବା କଥା ଲୋକ ଙ୍କ ସରକାର ମୋହନ ଚରଣ ମାଝୀ ସରକାର ଲୋକ ଙ୍କ ବିକାଶ ପାଇଁ ପ୍ରତିଶୃତି ବୋଧ। ପୋଲିସ୍ ପ୍ରଶାସନ ତରଫରୁ କଡ଼ା କଡି ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଆରିକ୍ଷୀ ଅଧୀକ୍ଷକ ସୁଚନା ଦେଇଥିଲେ।

ଦେବଗଡ ଇପିଏ ରୁ ଦେବାନନ୍ଦ ନାଏକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *