September 21, 2024
Home » ମୋଟରସାଇକେଲ ଚୋର ଗ୍ୟାଙ୍ଗ ର 4 ଗିରଫ,12 ବାଇକ ଉଦ୍ଧାର

ମୋଟରସାଇକେଲ ଚୋର ଗ୍ୟାଙ୍ଗ ର 4 ଗିରଫ,12 ବାଇକ ଉଦ୍ଧାର

0

 

ସୁବର୍ଣ୍ଣପୁର — ବୌଦ୍ଧ ପୋଲିସ କୁ ମିଳିଛି ବଡ ସଫଳତା l ମୋଟରସାଇକେଲ ଚୋର ଗ୍ୟାଙ୍ଗ କୁ ଧରିବା ସହିତ 12: ଟି ବାଇକ ଉଦ୍ଧାର କରିଛି ପୋଲିସ l ବୌଦ୍ଧ, କନ୍ଧମାଳ, ଅନୁଗୁଳ ଓ ସମ୍ବଲପୁର ଜିଲ୍ଲା ରୁ ବାଇକ ଗୁଡିକ ବିଭିନ୍ନ ସମୟରେ ଚୋରି ହୋଇଥିଲା l ଏ ନେଇ ପୋଲିସ ଦ୍ୱାରା ଗଠିତ ଏକ ସ୍ୱତନ୍ତ୍ର ଟିମ ତଦନ୍ତ ଚଳାଇଥିଲା l ଏହି ଚୋରି ମାମଲା ରେ
ଗ୍ଲାମୋର ଇଂଜିନ ନମ୍ବର –
JA06EB9GH006Oxx,
ହିରୋ ସ୍ପେଲେଣ୍ଡର +NO OR -27-3657,
ହୋଣ୍ଡା ଆକ୍ଟିଭା scooty, chassis No. ME4JK155FPW053812,
ହିରୋ ଗ୍ଲାମୋର No. OR -07Q-9413,
ବାଜାଜ ଡିସ୍କକୋଭର, chassis No. OR -27-1031,
ବଜାଜ ଡିସ୍କକୋଭର, chassis No -BSVBMH09866
ହିରୋ ପାସୋନ pro, ଇଂଜିନ No. HH10EDAGH60940,
ହୋଣ୍ଡା ଡ୍ରିମ Yoga 110, chassis No. ME4J658BJGT015011,
ବଜାଜ ପ୍ଲା୍ଟିନା, ହୋଣ୍ଡା, chassis No.ME4JC475KB7019653, TVS ଷ୍ଟାର, chassis No. MD625MF5881C20329. ବାଇକ ଗୁଡିକ ପୋଲିସ ଉଦ୍ଧାର କରିଥିବା ବେଳେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ତିଳେଶ୍ୱର ର ବିଜୟ ନାଏକ (32), ଟେଭାପଦର, ବାଦିକଟା ର ସୁରେନ୍ଦ୍ର ଜଗଦଳା (45), ହରଭଙ୍ଗା ଥାନା ବୁଢୀକଣା ଗ୍ରାମର ଅରିନ ନାଏକ (32), ଓ ପୁରୁଣାକଟକ ଥାନା ତିଳେଶ୍ୱର ଗ୍ରାମ ର ଅନିଲ କୁମାର ସାହୁ (35) କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ lଏ ନେଇ ବୌଦ୍ଧ PS କେସ ନମ୍ବର -155/04/04/24, U/s.379 IPC and କେସ ନମ୍ବର -311/26/8/24, U/s.379 IPC U/s.379/34IPC ଆଧାର ରେ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଥିଲା l

 

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *