November 20, 2025
Home » ରବିପ୍ରିୟ ଦାଶଙ୍କୁ ‘ଅଥର ପେନ ଆୱାର୍ଡ’

ରବିପ୍ରିୟ ଦାଶଙ୍କୁ ‘ଅଥର ପେନ ଆୱାର୍ଡ’

0
WhatsApp Image 2025-11-15 at 5.31.34 PM

ଭୁବନେଶ୍ୱର: ଜହ୍ନରାତିକୁ ନେଇ ପ୍ରକାଶିତ ଦୁଇଟି କବିତା ପୁସ୍ତକ ପାଇଁ ବରିଷ୍ଠ ସାମ୍ବାଦିକ ତଥା କବି ରବିପ୍ରିୟ ଦାଶଙ୍କୁ ‘ଦି ବୁକ ଚାନେଲ’ ପକ୍ଷରୁ ‘ଅଥର ପେନ ଆୱାର୍ଡ’ ପ୍ରଦାନ କରାଯାଇଛି । ‘ଏକଶହ ଭାରାକ୍ରାନ୍ତ ଜହ୍ନରାତି ଓ ଜହ୍ନରାତିର ପଚାଶ କବିତା’ ପୁସ୍ତକ ଦୁଇଟିରେ ଜହ୍ନରାତିି ଉପରେ ଦେଢ଼ଶହ କବିତା ରହିଛି । ବହି ଦୁଇଟି ଚଳିତବର୍ଷ ମେ ମାସରେ ପ୍ରକାଶ ପାଇଥିଲା ।

 

ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *