July 5, 2025
Home » ରାଷ୍ଟ୍ରୀୟ ନବ ବର୍ଷ ପାଳନ

ରାଷ୍ଟ୍ରୀୟ ନବ ବର୍ଷ ପାଳନ

0
WhatsApp Image 2025-04-02 at 11.43.43 AM

ଖଣ୍ଡଗିରି :- ସ୍ଥାନୀୟ ବିବେକାନନ୍ଦ କନ୍ୟା କୁମାରୀ ଭୁବନେଶ୍ୱର କେନ୍ଦ୍ର ପକ୍ଷରୁ ରାଷ୍ଟ୍ରୀୟ ନବବର୍ଷ ପାଳିତ ହୋଇଯାଇଛି। ନଗର ସଂଚାଳକ ପ୍ରଫେସର ସତ୍ୟ ନାରାୟଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସଭାରେ ମୁଖ୍ୟବକ୍ତା ଶିକ୍ଷାବିତ୍ ଦୁର୍ଯ୍ୟୋଧନ ଖଟୁଆ ଯୋଗଦେଇ ରାଷ୍ଟ୍ରୀୟ ନବବର୍ଷ ପାଳନର ଭିତ୍ତିଭୂମି ଓ ଆବଶ୍ୟକତା ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଏଥିରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।କାର୍ଯ୍ୟକ୍ରମ ଆରମ୍ଭରେ ଶିଶୁ ନୃତ୍ୟଶିଳ୍ପୀ ଶ୍ରୀୟା ଓ ଶ୍ରୀଯା ଙ୍କ ଓଡ଼ିଶୀ ନୃତ୍ୟ ପରିବେଷଣ ଚିତ୍ତାକର୍ଷକ ଥିଲା। ହରି ଭାଇ ଓ ପ୍ରଦୀପ ଭାଇ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବୈଜ୍ଞାନିକ ନବ କିଶୋର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *