ରୁକୁଣା ରଥଯାତ୍ରାରେ ସେବାକାର୍ଯ୍ୟ
ଭୁବନେଶ୍ୱର :ପବିତ୍ର ଅଶୋକା ଅଷ୍ଟମୀ ତଥା ରୁକୁଣା ରଥଯାତ୍ରା ଅବସରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସେବାକାର୍ଯ୍ୟ କରାଯାଇଥିଲା l

ପୁରୁଣା ଭୁବନେଶ୍ୱର ରଥ ଦାଣ୍ଡରେ ପ୍ରବଳ ଖରା ଓ ଜନ ସମାଗମକୁ ନଜିର ଦେଇ କିଏ ଦହି ପାଣି ବାଣ୍ଟୁଥିଲା ତ ଆଉକେହି ପାଣି, ସରବ୍ଜ଼ତ ବାଣ୍ଟୁ ଥିଲେ. ଆଉ କେହି ଅନ୍ନ ମଧ୍ୟ ବାଣ୍ଟୁଥିଲେ. ସବୁଠି ଭିଡ଼ ଦେଖିବାକୁ ମିଳିଥିଲା l ତେବେ ସ୍ନେହୀ ସମାଜ ପକ୍ଷରୁ ଦହି ପଣା ବଣ୍ଟନ କରା ଯାଇଥିଲା l
ଭୁବନେଶ୍ୱର ଇପିଏ ରୁ ମଧୁସୂଦନ ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
