April 24, 2025
Home » ଶାଳେଶ୍ୱର ମହାଦେବଙ୍କ ପୀଠରେ ପୂର୍ଣ୍ଣାହୁତି

ଶାଳେଶ୍ୱର ମହାଦେବଙ୍କ ପୀଠରେ ପୂର୍ଣ୍ଣାହୁତି

0

ଖୋର୍ଦ୍ଧା : ଏହି ବ୍ଲକ ଅନ୍ତର୍ଗତ ଅଣ୍ଡା ଗ୍ରାମରେ ଥୂବା ହୀରଣ୍ୟଗର୍ଭ ପ୍ରଭୁ ଶ୍ରୀ ଶାଳେଶ୍ଵରଦେବଙ୍କ ପୀଠରେ ଚାଲିଥିବା ୪୧ତମବିଶ୍ୱଶାନ୍ତି ମହାଯଜ୍ଞରେ ପୂର୍ଣ୍ଣାହୁତିପ୍ରଦାନ କରାଯାଇଛି କରାଯାଇଛି। ୧୦ ତାରିଖରୁଆରମ୍ଭ ହୋଇଥିବ ହୋଇଥିବା ଏହି ମହାଯଜ୍ଞରେମୀନସଂକ୍ରାନ୍ତ ଅବସରରେ ପୂର୍ଣ୍ଣାହୁତି
ପ୍ରଦାନ କରା କରାଯାଇଥିଲାl ପରିପ୍ରେକ୍ଷୀରେ ସୂର୍ଯ୍ୟପୂଜାରେ ଶାଲାପ୍ରବେଶ ଓ ଶ୍ରୀ ମଦ୍ ଗୀତାପାଠ କରାଯାଇଥିଲା।

ଏଥିରେ ପୁରୀ ମାଟିତୋଟା ଯୋଗମାୟା ଯୁବକ ସଂଘ ଓ ଖଣ୍ଡିଆକୁଦ ଗ୍ରାମବାସୀଙ୍କ ଦ୍ବାରା ମହାପ୍ରସାଦ ଟଙ୍କତୋରାଣି ବିତରଣ କରାଯାଇଥିଲା। ଭଗବତପ୍ରେମୀ ଗଣପତି ସାହୁଙ୍କ ଉପସ୍ଥିତିରେ ଏହି ପୂର୍ଣ୍ଣାହୁତି ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *