ଶିରାଦେବି ସ୍ପୋର୍ଟସ ଆସୋସିଏସନ୍ ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଖଇରା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମପଞ୍ଚାୟତ ଅଧୀନ ଶ୍ରୀରାମପୁର ଠାରେ ମା ଶ୍ରିରାଦେବୀ ସ୍ପୋର୍ଟସ ଆସୋସିଏସନ୍ ର ୩୧ତମ କ୍ରିକେଟ ଟର୍ଣ୍ଣମେମେଟ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି, କ୍ରିକେଟ ଟୁନାମେଣ୍ଟ କମିଟିର ସଭାପତି ବିଷ୍ଣୁମୋହନ ମୁଦୁଲି ଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରତିବର୍ଷ ପରି ଡ଼ିସେମ୍ବର ୨୯ରୁ ଆରମ୍ଭ ହେଇ ଜାନୁଆରୀ ମାସ ୧ତାରିଖ ରେ ଶେଷ ହେବ। 8ଗୋଟି ଟିମ୍ ଅଂଶଗ୍ରହଣ କରିବେ ବୋଲି ସଭାପତି କହିଥିଲେ, ସଭାପତିଙ୍କ କହିବା ଅନୁସାରେ ୪ଦିନ ଧରି ଖେଳ ଶାନ୍ତିଶୁଙ୍ଖଲାରେ ହେବ ,
ଏନେଇ ସମସ୍ତ ସଭ୍ୟଙ୍କୁ ପରାମର୍ଶ ଦେବା ସହ ଖେଳ ପାଇଁ ସୂଚନା ଦେଇଥିଲେ। ୨୯/୧୨/୨୫ ପଥମ ଦିନ ୪ଦଳ ଖେଳିବେ ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚ ପ୍ରଥମ ରାଉଣ୍ଡ blendrs pride sore ବନାମ FM wairrs ବାଲେଶ୍ଵର,2nd ରାଉଣ୍ଡ JCC basudevpur ବନାମ ଚୀକୁ ଚେଞ୍ଜର କେନ୍ଦୁଝର,30.12.25 ଦ୍ୱିତୀୟ ଦିନ ଦ୍ୱିତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ ପ୍ରଥମ ରାଉଣ୍ଡ Mcc ମୟରଭଞ୍ଜ ବନାମ jd କ୍ଲବ ହରିଚନ୍ଦନ ପୁର ଦ୍ଵିତୀୟ ରାଉଣ୍ଡ eleven Star Budhagadhia ବନାମ ପ୍ରଗତି sporting Bhadrak,31.12.25 semi final match,01.01.2026 ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ଏହି ବୈଠକର ଉପସ୍ଥିତ ଥିବା ସଭ୍ୟମାନେ ରାଜେନ୍ଦ୍ର ସେଠୀ, ସୁଧାଂଶୁ ଶେଖର ମୁଦୁଲି, ପ୍ରହଲ୍ଲାଦ ପୃଷ୍ଟି, ଲିପୁ ଦାସ,ତନ୍ମୟ ପଣ୍ଡା, କମଳା କାନ୍ତ ପୃଷ୍ଟି, ଦେବବର୍ତ ମୁଦୁଲି, ବବୁଲୁ ସାହୁ, ଗଣେଶ ମୁଦୁଲି,ଭଗବାନ ପାତ୍ର, ସିପକ କୁମାର ମୁଦୁଲି, ସଞ୍ଜୟ ଦତ୍ତ, ରତିକାନ୍ତ ଦାଶ, ନିରଞ୍ଜନ ମୁଦୁଲି, ଗୁରୁପଦ ମୁଦୁଲି, ଦୀପକ କୁମାର ମୁଦୁଲି ଓ ମାନସ କୁମାର ମୁଦୁଲି । ଶେଷରେ ଗୋପାଳ ପ୍ରସାଦ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
