July 4, 2025
Home » ଶ୍ରୀକ୍ଷେତ୍ର ପୂରୀ ରୁ ପହଞ୍ଚିଲା ନନ୍ଦିଘୋଷ ରଥଚକ । ଧର୍ମଗଡ ରେ ବିପୁଳ ସ୍ବାଗତ….

ଶ୍ରୀକ୍ଷେତ୍ର ପୂରୀ ରୁ ପହଞ୍ଚିଲା ନନ୍ଦିଘୋଷ ରଥଚକ । ଧର୍ମଗଡ ରେ ବିପୁଳ ସ୍ବାଗତ….

0
WhatsApp Image 2024-11-12 at 2.13.45 PM (1)

ଶ୍ରୀକ୍ଷେତ୍ର ପୂରୀ ରୁ ଆଜି ନନ୍ଦିଘୋଷ ରଥଚକ ଧର୍ମଗଡ ଠାରେ ପହଞ୍ଚିଛି । ରଥଚକ କୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ରେ ରଖିବା ପୂଜାର୍ଚ୍ଚନା ପାଇଁ ଶ୍ରୀମନ୍ଦିର ପ୍ରଶାସନ କୁ ନିବେଦନ କରାଯାଇଥିଲା।

ଆଜି ପବିତ୍ର ବଡ ଏକାଦଶୀ ରେ ଏହା ଧର୍ମଗଡ ଠାରେ ପହଞ୍ଚିବା ପରେ ଶ୍ରୀ ବ୍ରଜମୋହନ ରାଧାକୃଷ୍ଣ ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ଏବଂ ସ୍ଥାନୀୟ ଜଗନ୍ନାଥ ପ୍ରେମୀ ହଜାର ହଜାର ସଂଖ୍ୟାରେ ସାମିଲ ହୋଇ ପାରମ୍ପରିକ ଘୁମୁରା,ଦୁଲଦୁଲି ଏବଂ ସଂକୀର୍ତନ ଦଳ ସହ ଏହି ରଥଚକ କୁ ଏକ ଭକ୍ତି ମୟ ପରିବେଶ ରେ ସହରରେ ପ୍ରାୟ ୬କିମି ପରିକ୍ରମା କରାଯାଇଥିଲା। ପରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସର ରେ ଏହାକୁ ଭବ୍ୟ ସ୍ବାଗତ ପୂର୍ବକ ପୂଜାର୍ଚ୍ଚନା କରାଯାଇଛି। ଏହାକୁ ନିତ୍ୟ ପୂଜାର୍ଚ୍ଚନା ସହ ପ୍ରତେକ ଦିନ ଭକ୍ତ ଦର୍ଶନ କରିପାରିବେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *