August 27, 2025
Home » ଶ୍ରୀ ଅନ୍ନ ଅଭିଯାନ (SAA ) ଶସ୍ୟ କାଟ ଦିବସ ଓ ” ମା” ଗୃହ ର ଭୂମିକା ସମ୍ବନ୍ଧିତ ଆଲୋଚନାଚକ୍ର

ଶ୍ରୀ ଅନ୍ନ ଅଭିଯାନ (SAA ) ଶସ୍ୟ କାଟ ଦିବସ ଓ ” ମା” ଗୃହ ର ଭୂମିକା ସମ୍ବନ୍ଧିତ ଆଲୋଚନାଚକ୍ର

0
WhatsApp Image 2024-11-28 at 1.42.50 PM (3)

ଫୁଲବାଣୀ ଇ ପି ଏ _ କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ କଇଝର ଼ଶିବ ମନ୍ଦିର ପ୍ରାଙ୍ଗଣ ରେ ଆୟୋଜକ ” ମା” ଗୃହ ସ୍ଵାତୀ ଟିକାବାଲି ଦ୍ଵାରା ଶ୍ରୀ ଅନ୍ନ ଅଭିଯାନ ( SAA) ଶସ୍ୟ କାଟ ଦିବସ ରେ ମାଣ୍ଡିଆ ଏବଂ ଅଣ ମାଣ୍ଡିଆ ପ୍ରଦର୍ଶନୀ କ୍ଷେତ୍ର ଖରୀପ_୨୦୨୪_୨୫ ଓ ସୁରକ୍ଷିତ ମାତୃତ୍ଵ ଓ ଆନୁଷ୍ଠାନିକ ପ୍ରସବ ସୁନିଶ୍ଚିତ ରେ ” ମାଁ” ଗୃହର ଭୂମିକା ସମ୍ବନ୍ଧିତ ଆଲୋଚନାଚକ୍ର ” ମାଁ” ଗୃହର ଭୂମିକାରେ ଗୁରୁତ୍ୱ ପୂର୍ଣ୍ଣ ଉପରେ ଅଧିକା ଜତନବାନହେବା ସହ ମାଣ୍ଡିଆ ଉପକାରିତା ସମ୍ପର୍କରେ ଆୟୋଜକ ମା ଗୃହ ସ୍ଵାତୀ ସେବା ସେବି ଅନୁଷ୍ଠାନ ର ସଂପାଦକ ଇ ହରିଶଙ୍କର ରାଉତ ଶୁଭଶ୍ରୀ ସୟ ସହାୟକ ଗୋଷ୍ଠୀର ମହିଳାମାନେ ଆଖି ପାଖ ଅଞ୍ଚଳରୁ ବହୁ ସଂଖ୍ୟକ ମା ମାନେ ଯୋଗ ଦେଇଥିଲେ ଏହି ଅବସରରେ ମଞାସିନ ଥିଲେ କୃଷି ଅଧିକାରୀ ଟିକାବାଲି ସନ୍ତୋଷ କୁମାର ଦଳବେହେରା ,ସବିତା ସୁବୁଦ୍ଧି ଜିଲ୍ଲା ସଯୋଜିକା ଅନ୍ନ ଅଭିଯାନ ଉପ ସଂଯୋଜକ କୁଶ ଖାନ ଟିକାବାଲି ସୁରେଶ କୁମାର ବଣ୍ଡା ଉପ ଜିଲ୍ଲା ସଂଯୋଜକ ମା ଗୃହ ଟିକାବାଲି ପରିଚାଳନା ସହଯୋଗୀ ରାଜେଶ୍ଵରୀ ଦିଗପାଳ l

ପ୍ରମୋଦ କୁମାର ନାୟକ ଫୁଲବାଣୀ ଇ ପି ଏ

Leave a Reply

Your email address will not be published. Required fields are marked *