July 7, 2025
Home » ଶ୍ରୀ ମନୋଜ କୁମାର ସାହୁ ୱାଲ୍ଟେୟାର ଡିଭିଜନର ଡିଅରଏମ୍ ଭାବରେ ଦାୟିତ୍ଵ ଗ୍ରହଣ

ଶ୍ରୀ ମନୋଜ କୁମାର ସାହୁ ୱାଲ୍ଟେୟାର ଡିଭିଜନର ଡିଅରଏମ୍ ଭାବରେ ଦାୟିତ୍ଵ ଗ୍ରହଣ

0
WhatsApp Image 2024-11-24 at 1.37.37 PM

ଶ୍ରୀ ମନୋଜ କୁମାର ସାହୁ, ଏ ଡି ଆର ଏମ (ଅପରେସନ୍ସ), ୱାଲ୍ଟେୟାର ଡିଭିଜନ, ୨୦/୧୧/୨୦୨୪ ତାରିଖରେ ପୂର୍ବ ତଟ ରେଳବାଇର ୱାଲଟେୟାର ଡିଭିଜନ ବିଭାଗୀୟ ରେଳ ପରିଚାଳକ ଭାବରେ ଦାୟିତ୍ଵ ଗ୍ରହଣ କରିଛନ୍ତି ।

ମନୋଜ କୁମାର ସାହୁ ବୁର୍ଲା ବୀର ସୁରେନ୍ଦ୍ର ସାଇ ଟେକ୍ନୋଲୋଜି ୟୁନିଭରସିଟିରୁ ବିଇ / ଇଲେକ୍ଟ୍ରିକାଲ୍ ରେ ସ୍ନାତକ ହାସଲ କରିଥିଲେ; ଉତ୍କଳ ବିଶ୍ୱବିଦ୍ୟାଳୟରୁ PGDHRM ଏବଂ ଆନ୍ଧ୍ର ବିଶ୍ୱବିଦ୍ୟାଳୟରୁ MBA ପାଠ ପଢ଼ିଛନ୍ତି| ଶ୍ରୀ ମନୋଜ କୁମାର ସାହୁଙ୍କର ରେଳବାଇରେ ୨୬ ବର୍ଷରୁ ଅଧିକ ବିବିଧ ଅଭିଜ୍ଞତା ରହିଛି ଏବଂ ସେ ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇ, ଦକ୍ଷିଣ ପୂର୍ବ ରେଳବାଇ ଏବଂ ପୂର୍ବ ତଟ ରେଳବାଇ ଏବଂ ବିଶାଖାପାଟନମରେ ରେଳ ବିକାଶ ନିଗମ ଲିମିଟେଡ୍ (RVNL) ରେ ବିଭିନ୍ନ ପଦବୀରେ ଅବସ୍ଥାପିତ ହୋଇଛନ୍ତି।

ରିପୋର୍ଟ:ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *