July 6, 2025
Home » ଶ୍ରୀ ମନ୍ଦିର ଯାଇ ମହାପ୍ରଭୁ ଙ୍କ ଦର୍ଶନ କଲେ ଅଖିଳେଶ ଯାଦବ ଓ ସାଂସଦ ପତ୍ନୀ ଡିମ୍ପଲ ଯାଦବ

ଶ୍ରୀ ମନ୍ଦିର ଯାଇ ମହାପ୍ରଭୁ ଙ୍କ ଦର୍ଶନ କଲେ ଅଖିଳେଶ ଯାଦବ ଓ ସାଂସଦ ପତ୍ନୀ ଡିମ୍ପଲ ଯାଦବ

0
vlcsnap-2025-04-17-14h11m12s16

।ଶ୍ରୀ ମନ୍ଦିର ଯାଇ ମହାପ୍ରଭୁ ଙ୍କ ଦର୍ଶନ କରିବାସହ ଆଶୀର୍ବାଦ କାମନା କଲେ ସମାଜବାଦୀ ପାର୍ଟିର ନେତା ଅଖିଳେଶ ଯାଦବ | ବିଶ୍ୱ ର ଶାନ୍ତି ସହ ଦେଶ ର ଶାନ୍ତି ଓ ଉନ୍ନତି ମହାପ୍ରଭୁ ନିକଟରେ କାମନା କରିଥିବା ଅଖିଳେଶ କହିଛନ୍ତି | ମହାପ୍ରଭୁ ଙ୍କ ମନ୍ଦିର ପଶ୍ଚିମ ବଙ୍ଗ ରେ ନିର୍ମାଣ କରୁଥିବାରୁ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଙ୍କୁ ଧନ୍ୟବାଦ ଦେଲେ ଅଖିଳେଶ ଏବଂ କହିଲେ ଏହିପରି ଧାର୍ମିକ କାର୍ଯ୍ୟ ର ଆବଶ୍ୟକ ରହିଛି | ଓଡିଶା ଗସ୍ତରେ ଆସିଛନ୍ତି ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ନେତା ଅଖିଳେଶ ଯାଦବ।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *