ସରକାରୀ ନିୟମକୁ ଫୁ ମାନୁନାହାନ୍ତି ଠିକାଦାରମନରେଗାଯୋଜନାରେ ଲାଗୁଛି ମେସିନ
ଢେଙ୍କାନାଳ ଜିଲ୍ଲା ଉପାନ୍ତ ବ୍ଲକ କଙ୍କଡାହାଡ଼ ବ୍ଲକ କାନ୍ତୋଲ ପଂଚାୟତରେ ଶ୍ରମିକ ବଦଳରେ ଜେସିବ ମେସିନ ଲଗେଇ କାର୍ଯ୍ୟ କରାଯାଉଛି!ସରକାରୀ ଅଧିକାରୀ ଏବଂ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ କାର୍ଯ୍ୟ ହେଉଛି!ପଞ୍ଚୁ ମାହାନ୍ତ ଘରଠାରୁ ଟୁସୁ ମେଲଣି ପଡିଆ ମାଣିକ ଘାଗି ରାସ୍ତା ଆର୍ଥିକ ବର୍ଷ 2023-24 କୋଡ଼ ନମ୍ବର 2407005013/RC/10572423!ଜବ କାର୍ଡ ଧାରୀ ହାତ ବାନ୍ଧି ବସିଛନ୍ତି ଯୋଜନା କାହା ପାଇଁ ଶ୍ରମିକ ପାଇଁ କି ମେସିନ ପାଇଁ ଏହାର ଫାଇଦା ଉଠଉଛନ୍ତି ଦୁର୍ନୀତି ଅଧିକାରୀ ଏବଂ ଠିକାଦାର!ଏବଂ ବିଲ ପେମେଣ୍ଟ ହୋଇଛି 328037 ଟଙ୍କା ମନରେଗା ଯୋଜନାରେ ମେସିନ କାର୍ଯ୍ୟ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ବେଳେ କଙ୍କଡ଼ାହାଡ଼ ବ୍ଲକ ରେ ଦିନକୁ ଦିନ ମେସିନ ଲଗେଇ କାର୍ଯ୍ୟକରି ଫାଇଦା ଉଠାଉଛନ୍ତି!

ଏ ବିଷୟରେ କନିଷ୍ଠ ଯନ୍ତ୍ରୀ ରବିନାରାୟଣ ନନ୍ଦୀ ଏବଂ ଏଡିଓ କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ ମଧ୍ୟ ଫୋନ ଉଠାଉ ନାହାନ୍ତି!ବାରମ୍ବାର ଖବର ପ୍ରସାରଣ କଲେ ମଧ୍ୟ ବ୍ଲକ ପ୍ରଶାସନ କାର୍ଯ୍ୟନୁଷ୍ଠାନ ନେଉନଥିବା ସନ୍ଦେହେ ଘେରରେ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଏବଂ ଭିଜିଲାସନ୍ସ ତଦନ୍ତ ପରିସର ଭୁକ୍ତ କରାଯିବାକୁ ବୁଦ୍ଧିଯିବି ଦାବି କରିଛନ୍ତି!
dhankal jilla epa ru subash pradahan nka report epa news
