February 21, 2026
Home » ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ଶହେ ପଚାଶ ତମ ଜୟନ୍ତି

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ଶହେ ପଚାଶ ତମ ଜୟନ୍ତି

0
WhatsApp Image 2025-10-31 at 8.37.01 AM

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ଶହେ ପଚାଶ ତମ ଜୟନ୍ତି ଓ ରାଷ୍ଟ୍ରୀୟ ଏକତା ଉପଲକ୍ଷେ ଟିକାବାଲି ଏ ଏମ ସି ଏସ କଲେଜ ରେ ପ୍ରତିଯୋଗିତା ଆୟୋଜିତ। ଫୁଲବାଣୀ ଇ ପି ଏ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଘୁଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଟିକାବାଲି ଏ ଏମ ସି ଏସ ମହାବିଦ୍ୟାଳୟ ରେ ଟିକାବାଲି ପୋଲିସ ପ୍ରଶାସନ ତରଫରୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ଶହେ ପଚାଶ ତମ ଜୟନ୍ତି ଓ ରାଷ୍ଟ୍ରୀୟ ଏକତା ଉପଲକ୍ଷେ ଆୟୋଜିତ ହୋଇଥିବା ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ବରେ ତର୍କ, ପ୍ରଶ୍ନ ମାଳା ଖେଳ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ମୂଖ୍ୟ ଅତିଥି ଭାବେ ଟିକାବାଲି ଥାନା ଅଧିକାରିଣୀ ଶ୍ରୀମତୀ ପ୍ରଜ୍ଞାରିତାମ୍ବର କର ଯୋଗ ଦେଇ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ସ୍ମୃତି ଫଳକ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଟିକାବାଲି ଏ ଏମ ସି ଏସ ମହାବିଦ୍ୟାଳୟ ର ଅକ୍ଷାପକ ଶ୍ରୀ ନରେନ୍ଦ୍ର ଦିଗାଲ,ଶ୍ରୀ ବନମାଳୀ ବେହେରା,ଶ୍ରୀ ବିରୁପାକ୍ଷ ତ୍ରିପାଠୀ, ଯୋଗଦେଇଥିଲେ।ବିଚାରକ ଭାବେ ଅକ୍ଷାପିକା ନିବେଦିତା ଭୋଇ,,ଶିବାନୀ କହଁର,ସ୍କୃତିରେଖା ନାୟକ,ଓ ଅକ୍ଷାପକ ଅଭୟ ପ୍ରଧାନ ମହାବିଦ୍ୟାଳୟରେ ସମସ୍ତ ଅକ୍ଷାପକ ,ଅକ୍ଷାପିକା ମହାବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ, ଟିକାବାଲି ଥାନାର ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ।

 

ଇ ପି ଏ ରୁ କନ୍ଧମାଳ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ

Leave a Reply

Your email address will not be published. Required fields are marked *