November 12, 2025
Home » ସାମାଜିକ ନାଟକ ହାଃ କୃଷ୍ଣ ବୋଲି ଯାଉ ଜୀବ…..,କରପଡା ସରପଞ୍ଚ ଙ୍କ ଜୀବନ୍ତ ଅଭିନୟ ରେ ଭାବବିହୋଳ ହେଲେ ଗ୍ରାମବାସୀ ll

ସାମାଜିକ ନାଟକ ହାଃ କୃଷ୍ଣ ବୋଲି ଯାଉ ଜୀବ…..,କରପଡା ସରପଞ୍ଚ ଙ୍କ ଜୀବନ୍ତ ଅଭିନୟ ରେ ଭାବବିହୋଳ ହେଲେ ଗ୍ରାମବାସୀ ll

0
WhatsApp Image 2025-03-13 at 4.42.30 PM

ଗଞ୍ଜାମ ବ୍ଲକ ଅନ୍ତର୍ଗତ ଆଲ୍ୟାବାଦ ଗ୍ରାମରେ ପବିତ୍ର ଦୋଳ ଉତ୍ସବ ଅବସରରେ ପ୍ରଭୁ ଗୋପୀନାଥ ମନ୍ଦିର ପ୍ରାଙ୍ଗଣରେ ମା’ ରାମଚଣ୍ଡୀ ନାଟ୍ୟଶଂସଦ ଦ୍ୱାରା ପରିବେଷିତ ସାମାଜିକ ନାଟକ ହାଃ କୃଷ୍ଣ ବୋଲି ଯାଉ ଜୀବ ଏହାକୁ ନିର୍ଦେଶନା ଦେଇଥିଲେ ଶ୍ରୀ ଡମ୍ବରୁ ଧର ଚୌଧୁରୀ, ମୁଖ୍ୟ ପରିଚାଳକ ବନମାଳୀ ନାୟକ, ଶଙ୍କର ଚର୍ତ୍ତୀ,ରାମେଶ୍ୱର ନାୟକ, କଳାକାର ଅଜୟ ନାୟକ(ସରପଞ୍ଚ), ଲଷ୍ମୀକାନ୍ତ ନାୟକ, ଅଭିମନ୍ୟୁ ନାୟକ, କୈଳାଶ ଚନ୍ଦ୍ର ନାୟକ, ନାରାୟଣ ନାୟକ, ସନ୍ତୋଷ କୁମାର ଚୌଧୁରୀ, ରବୀନ୍ଦ୍ର ନାୟକ, ଗୋପାଳ ନାୟକ,ଦଣ୍ଡପାଣି ମହାରଣା ଓ ଅନ୍ୟ ସାଥି କଳାକାର ଭାଗନେଇଥିଲେ l ଆଲ୍ୟାବାଦ ଗ୍ରାମବାସୀ ଏହାକୁ ସମ୍ପୂର୍ଣ ସହଯୋଗ କରିଥିଲେ ଏବଂ ଅନ୍ୟ ମାନଙ୍କ ମଧ୍ୟରେ କମିଟି ର ବଂଶୀଧର ନାୟକ, ବୃନ୍ଦାବନ ନାୟକ, ଲିଙ୍ଗରାଜ ନାୟକ, ଶିବରାମ ନାୟକ, ବରୁଣ ଚୌଧୁରୀ, ସୁଧୀର ମହାରଣା ପ୍ରମୁଖ ମୁଖ୍ୟ ଦାୟିତ୍ୱ ରେ ଥିଲେ l

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *