December 21, 2025
Home » ସାମ୍ବାଦିକ ନୀଳମଣି ସାହୁ ଙ୍କୁ ଶ୍ରଦ୍ଧାଞ୍ଜଳି

ସାମ୍ବାଦିକ ନୀଳମଣି ସାହୁ ଙ୍କୁ ଶ୍ରଦ୍ଧାଞ୍ଜଳି

0
WhatsApp Image 2025-03-18 at 6.41.31 PM

ଭୁବନେଶ୍ୱର(ଇପିଏ):ମଣିଷ ଜନ୍ମ ନିଏ ମାତ୍ର ମୃତ୍ୟୁ ସୁନିଶ୍ଚିତ। ତେବେ ତାହାର କାର୍ଯ୍ୟକଳାପ ଆବର୍ତ୍ତନ ପରେ ବି ତାକୁ ଲୋକଙ୍କ ହୃଦୟ ରେ ବଞ୍ଚାଇ ରଖେ।

ସେହିପରି ସ୍ବର୍ଗତ ନୀଳମଣି ସାହୁଙ୍କ ସାମ୍ବାଦିକ ଜଗତ କୂ ଅବଦାନ ପାଇଁ ସେ ସବୁଦିନ ପାଇଁ ସେ ଅମର ରହିବେ ବୋଲି ସ୍ଥାନୀୟ ବୁଲନ୍ତି ଭାଇ ସେବା ସଦନ ରେ ଆୟୋଜିତ ଏକ ସ୍ମୃତି ସଭାରେ ବହୁ ସାମ୍ବାଦିକ, ସାହିତ୍ୟକ, କବୟିତ୍ରୀ ପ୍ରମୁଖ ଯୋଗ ଦେଇ ତାଙ୍କର ସ୍ମୃତିଚାରଣ କରିଥିଲେ। ରାଜ୍ୟ କଳିଙ୍ଗ ପେସାଦାର ସାମ୍ବାଦିକ ସଙ୍ଘ ର ସଭାପତି ବରିଷ୍ଠ ସାମ୍ବାଦିକ ମନୋଜ ଦାସ ଙ୍କ ଅଧ୍ୟାକ୍ଷତାରେ ଆୟୋଜିତ ସଭାରେ ସ୍ବର୍ଗତ ଆତ୍ମାର ସଦଗତି କାମନା କରି ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।

Leave a Reply

Your email address will not be published. Required fields are marked *