July 6, 2025
Home » ସାମ୍ବାଦିକ ସମ୍ମିଳନୀ। ସର୍ବ ଭାରତୀୟ ବାମ୍ବଣ୍ଡା କୋପ କ୍ରିକେଟ ଟ୍ରୁର୍ଣ୍ଣlମେଣ୍ଟ।

ସାମ୍ବାଦିକ ସମ୍ମିଳନୀ। ସର୍ବ ଭାରତୀୟ ବାମ୍ବଣ୍ଡା କୋପ କ୍ରିକେଟ ଟ୍ରୁର୍ଣ୍ଣlମେଣ୍ଟ।

0
WhatsApp Image 2024-12-21 at 12.40.23 PM

ଦେଓଗଡ଼ ଜିଲ୍ଲା ଇନ୍ଧିରା ଷ୍ଟlଡିଓମ ଠାରେ ଅନୁଷ୍ଟିତ ହେବା କୁ ଥିବା। 34 ତମ ବାମ୍ବଣ୍ଡା କୋପ କ୍ରିକେଟ ଟ୍ରୁର୍ଣ୍ଣlମେଣ୍ଟ ଆସନ୍ତା 23/12 ଠାରୁ 29/12 ପର୍ଯ୍ୟନ୍ତ ବାମ୍ବଣ୍ଡl କୋପ ରେ ଭାଗ ନେଉଥିବା ରାଜ୍ୟ ସ୍ତରୀୟ କ୍ରିକେଟ ଟିମ୍ ରାଜ୍ୟ ବାହାରୁ କ୍ରିକେଟ ଟିମ୍ ଭାଗ ନେବା ପାଇଁ ସୁଚନା ମିଳିଥିବା ଜଣାପଡ଼ିଛି। କୋପ ର ଉପ ସଭାପତି ସୁଜିତ କୁମାର ପ୍ରଧାନ ସୂଚନା ଦେଇଥିଲେ। ବାମ୍ବଣ୍ଡା କୋପ ଦୀର୍ଘ ଦିନ ରୁ ଆୟାଯୋନ ହୋଇଆସୁଥିବା।ବେଳେ ଚଳିତ ବର୍ଷ ବାମ୍ବଣ୍ଡା କୋପ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ଅବସରରେ କେନ୍ଦ୍ର ଶିକ୍ଷ୍ୟା ମନ୍ତ୍ରୀ ତଥା-ସମ୍ବଲପୁର ଲୋକ ସଭା ସାଂସଦ ଶ୍ରୀମାନ ଧର୍ମେନ୍ଦ୍ର ପ୍ରଧାନ ମହୋଦୟ। ଓ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ମଧ୍ୟ ଯୋଗ ଦେବାକୁ ସୂଚନା ମିଳିଛି। ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ସଭାରେ ବାମ୍ବଣ୍ଡl କୋପ ଚଳିତ ବର୍ଷ ପାଇଁ ପାଞ୍ଚ ଲକ୍ଷ୍ୟ ଟଙ୍କା ବଜେଟ ରଖିଥିବା ଜଣାପଡ଼ିଛି। ବାମ୍ୱଣ୍ଡା କୋପ କ୍ରିକେଟ ଟ୍ରୁର୍ଣ୍ଣlମେଣ୍ଟ ରେ ବହୁ ଜନ ସଂଖ୍ୟା ସମାଗମ ହେବାକୁ କ୍ଲୋବ ର ସଦସ୍ୱ ମାନେ ଆଶା ପ୍ରକାଶ କରିଛନ୍ତି।

ଦେବଗଡ ଇପିଏ ରୁ ଦେବାନନ୍ଦ ନାଏକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *