November 13, 2025
Home » ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉପନିର୍ଦ୍ଦେଶକ ଶ୍ରୀମତୀ କଲ୍ୟାଣୀ ଦାସଙ୍କ ନୂଆପଡା ଜିଲ୍ଲା ଗସ୍ତ

ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉପନିର୍ଦ୍ଦେଶକ ଶ୍ରୀମତୀ କଲ୍ୟାଣୀ ଦାସଙ୍କ ନୂଆପଡା ଜିଲ୍ଲା ଗସ୍ତ

0
WhatsApp Image 2025-08-03 at 1.52.26 PM

ନୂଆପଡ଼ା: ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉପନିର୍ଦ୍ଦେଶକ, ଉତ୍ତରାଞ୍ଚଳ, ସମ୍ବଲପୁର ଶ୍ରୀମତୀ କଲ୍ୟାଣୀ ଦାସ ନୂଆପଡା ଜିଲ୍ଲା ଗସ୍ତରେ ଆସି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ , ନୂଆପଡା ପରିଦର୍ଶନ କରିଥିଲେ l ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ, ବିଭାଗୀୟ କର୍ମଚାରୀ ଉର୍ମିଳା କୁଣ୍ଡୁ ଓ ରାଜେଶ ରଞ୍ଜନ ବହିଦାର କାର୍ଯ୍ୟାଳୟରେ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଶ୍ରୀମତୀ ଦାସଙ୍କୁ ଭବ୍ୟ ସ୍ଵାଗତ କରିଥିଲେ l ଏହି ଅବସରରେ ସେ କାର୍ଯ୍ୟାଳୟର ସମସ୍ତ ରେଜିଷ୍ଟର୍, କେଶ୍ ବୁକସ, ଷ୍ଟକ୍ ଷ୍ଟୋର ଇତ୍ୟାଦି ଯାଞ୍ଚ କରିଥିଲେ l ବିଭାଗୀୟ କାର୍ଯ୍ୟାବଳୀ, ଜିଲ୍ଲାର ଉଭୟ ସୂଚନା କେନ୍ଦ୍ର ଓ ପାଠାଗାର ତଥା ସାମ୍ବାଦିକ ମାନଙ୍କ ସମସ୍ତ ସୁବିଧା ଅସୁବିଧା କଥା ପଚାରି ବୁଝିଥିଲେ l

Leave a Reply

Your email address will not be published. Required fields are marked *