ସୋନପୁର ଏସ ଡି ପି ଓ ଙ୍କ କାର୍ଯ୍ୟାଳୟ ରେ ବୃକ୍ଷ ରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ

ସୋନପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ( ଏସ ଡି ପିଓ) ଙ୍କ କାର୍ଯ୍ୟାଳୟ ଠାରେ ବନ ମହୋତ୍ସବ ପାଳନ ଅବସର ରେ ବୃକ୍ଷ ରୋପଣ କାର୍ଯ୍ଯ କ୍ରମ ଅନୁଷ୍ଟିତ ହୋଇ ଯାଇଛି l ସୋନପୁର ଏସ ଡି ପି ଓ ଶ୍ରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ ଙ୍କ ତତ୍ୱାବଧାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଔଷଧୀୟ ବୃକ୍ଷ ସହିତ ସମୁଦାୟ ୫୦ ଟି ଗଛ ଲଗା ଯାଇ ସମାଜ କୁ ପରିବେଶ ସୁରକ୍ଷା ବାର୍ତ୍ତା ପ୍ରଦାନ କରାଯାଇଛି l
ଏହି କାର୍ଯ୍ୟକ୍ରମ ରେ ଏସ ଡି ପି ଓ ଶ୍ରୀ ତ୍ରିପାଠୀ, ଲଛିପୂର ଥାନା ଅଧିକାରୀ ଙ୍କ ସମେତ ଏସ ଡି ପି ଓ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..