July 16, 2025
Home » ସ୍ବର୍ଗତ ଲାଲାଟନ୍ଦୁ ବିଦ୍ୟାଧର ମାହାପାତ୍ରଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀ

ସ୍ବର୍ଗତ ଲାଲାଟନ୍ଦୁ ବିଦ୍ୟାଧର ମାହାପାତ୍ରଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀ

0
WhatsApp Image 2024-11-09 at 8.34.45 PM

ସ୍ବର୍ଗତ ଲାଲାଟନ୍ଦୁ ବିଦ୍ୟାଧର ମାହାପାତ୍ରଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ପାରାଦୀପ ନଗର କଂଗ୍ରେସ ପକ୍ଷରୁ ବିଭିନ୍ନ ଜରାଶ୍ରମରେ ସ୍ମୃତିଚାରଣ ସଭା ଏବଂ ଅନ୍ନଦାନ କାର୍ଯ୍ୟକ୍ରମ ହୋଇଯାଇଛି ।। ପାରାଦୀପ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ପିସିସି ସାଧାରଣ ସମ୍ପାଦକ ନିରଂଜନ ନାୟକ,ପାରାଦୀପ ନଗର କଂଗ୍ରେସ ସଭାପତି କେଦାରନାଥ ବିଶ୍ବାଳ, ଚନ୍ଦ୍ରଶେଖର ମହାପାତ୍ର, ସରୋଜ ପ୍ରଧାନ,ଜଗନ୍ନାଥ ଶତପଥୀ,କ୍ରୁପାସିନ୍ଧୁ ଦାସ,ବିନୋଦ ପ୍ରଧାନ, ରତିକାନ୍ତ ନାୟକ, ଚିନ୍ମୟ ନାଥ, ଅରୁଣ ମଲିକ, ଗଦାଧର ମହାନ୍ତି,କ୍କଷ୍ଣଚରଣ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।। ପାରାଦୀପ ନୁଆଗଡରେ ଥିବା ସାଇସେବା ଜରାଶ୍ରମ ଓ ବାଲିଝରା ସ୍ଥିତ ସନ୍ତୋଷୀ ଜରାଶ୍ରମରେ ଥିବା ଅନ୍ତବାସୀମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା |

prasant das nka report

Leave a Reply

Your email address will not be published. Required fields are marked *