August 27, 2025
Home » ସ୍ୱାଧୀନତା ଦିବସରେ ଦିବ୍ୟାଙ୍ଗ ଶିଶୁଙ୍କ ଗହଣରେ ସରପଞ୍ଚ

ସ୍ୱାଧୀନତା ଦିବସରେ ଦିବ୍ୟାଙ୍ଗ ଶିଶୁଙ୍କ ଗହଣରେ ସରପଞ୍ଚ

0
WhatsApp Image 2025-08-16 at 5.42.16 PM

ସୁବର୍ଣ୍ଣପୁର– ସୁବର୍ଣ୍ଣପୁର ଜିଲ୍ଲା ଵୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉଫୁଲା ଗ୍ରାମ ପଞ୍ଚାୟତ ଦନ୍ତାପାଲି ଠାରେ ଜିଲ୍ଲା ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ରେଆର ଦ୍ଵାରା ପରିଚାଳିତ ପ୍ରେରଣା ଡେ କେଆର କେନ୍ଦ୍ର ଠାରେ ୭୯ ତମ ସ୍ବାଧିନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ସ୍ଥାନୀୟ ସରପଞ୍ଚ ତଥା ବ୍ଲକ ସରପଞ୍ଚ ସଂଘ ସଭାନେତ୍ରୀ ଶ୍ରୀୟା କର୍ମୀ ଜାତୀୟ ପତାକା ଉତ୍ତୋଳନ କରି ଦିବ୍ୟାଙ୍ଗ ଶିଶୁଙ୍କ ଗହଣରେ ବେଶ୍ କିଛି ସମୟ କଟାଇ ଥିଲେ। ଏହି ଅବସରରେ ଦିବ୍ୟାଙ୍ଗ ଶିଶୁ ମାନେ ମନଲୋଭା ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଅର୍ପିତା କୁମାରୀ ପଣ୍ଡା ସ୍ପେସିଏଲ୍ ଏଜୁକେଟର ପିଡିସିସି ଵୀରମହାରାଜପୁର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *