January 15, 2026
Home » ସ୍ୱାମୀ ବିବେକାନନ୍ଦ ଙ୍କ ଜୟନ୍ତୀ ମହାସମାରୋହରେ ପାଳିତ

ସ୍ୱାମୀ ବିବେକାନନ୍ଦ ଙ୍କ ଜୟନ୍ତୀ ମହାସମାରୋହରେ ପାଳିତ

0
WhatsApp Image 2026-01-13 at 1.22.46 PM

ଆମର ବଡ଼ ବଜାର ସ୍କାଇଲକିଡସ ଓସାଇନୀଙ୍ଗ କିଡ୍ ର ଅଧ୍ୟକ୍ଷା ବବିତା ଦାସଙ୍କ ଅଧ୍ୟକ୍ଷତାରେ.ବିବେକାନନ୍ଦ ଜୟନୀ ମହାସମାରୋହରେ ପାଳିତ ହୋଇଯାଇଛି।

 

ଉକ୍ତ ସମାରୋହରେ ମୁଖ୍ୟ ଅତିଥି କାର୍ତ୍ତୀକ ପ୍ରସାଦ ବାହିଦାର,ଓ ସମ୍ମାନିତ ଅତିଥି ବବିତା ରାୟ ସ୍ୱାମୀଜୀଙ୍କର ଜୀବନୀ, ଓ ଯୁବସମାଜ ଉପରେ ଆଲୋକପାତ କରିଥିଲେ।

ଏହି ସମାରୋହ ପରିଚାଳନା କରିଥିଲେ ଶୁଶ୍ରୀ ତୃପ୍ତିମାଝି’, ଓ ତାଙ୍କୁ ସାହାଯ୍ୟ କରିଥିଲେ ଅନ୍ୟ ଶିକ୍ଷୟତ୍ରୀ ବୃନ୍ଦ ଯଥାଶୁଶ୍ରୀ ପରବୀନ,ପୁଷ୍ପା ସାହୁ, ଶଶ୍ମିତା ମହାନନ୍ଦ, ସନ୍ତୋଷିନିସୁନା,ପରିଶେଷରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରି ପରିଶେଷରେ ମିଷ୍ଟାନ୍ନ ବଣ୍ଟାଯାଇଥିଲା। ଶ୍ରୀମତି ସୁଜାତା ମେହେର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ଉତ୍ସବଟିକୁ ଶେଷ କରିଥିଲେ

Leave a Reply

Your email address will not be published. Required fields are marked *