ହୁମାନ ସାଗର ଙ୍କ ପରଲୋକ
ଓଲିଉଡୁ ଜଗତର ଯୁବ କଳାକାର ହୁମାନ ସାଗର ଆଉ ନାହାନ୍ତି l ମାତ୍ର ୩୪ ବର୍ଷ ବୟସରେ ସେ ଭୁବନେଶ୍ୱର ଏମ୍ସ ହସ୍ପିଟାଲ ରେ ସୋମବାର ରାତି ୯ଟl ୮ ମିନିଟ ରେ ମୃତୁ ବରଣ କରିଛନ୍ତି l ହଠାତ ଦେହ ଖରାପ ହେବାରୁ ତାଙ୍କୁ ଏମ୍ସ ରେ ଭତ୍ତି କରାଯାଇଥିଲା l ୧୯୯୦ ରେ ଟିଟିଲାଗଡ ରେ ଜନ୍ମ ଗ୍ରହଣ କରିଥିଲେ l ତାଙ୍କର ପ୍ରଥମ ଗୀତ ଥିଲା “ଇସକି ତୁ ହିଁ ତୁ ‘ ଏହି ଗୀତରେ ସେ ସୁପରହିଟ ହୋଇଥିଲେ l ତାଙ୍କର ଦେହାନ୍ତ ରେ ସାରା ଓଲିଉଡୁ ଜଗତରେ ଶୋକରଛାୟା ଖେଳିଯାଇଛି l
report eastern press agency
