July 5, 2025
Home » ୧୨୫ ତମ ରାଜ୍ୟସ୍ତରୀୟ ସ୍ବର୍ଗତ ଉତ୍କଳ କେଶୋରୀ ଡକ୍ଟର ହରେକୃଷ୍ଣ ମହତାବ ଜୟନ୍ତୀ

୧୨୫ ତମ ରାଜ୍ୟସ୍ତରୀୟ ସ୍ବର୍ଗତ ଉତ୍କଳ କେଶୋରୀ ଡକ୍ଟର ହରେକୃଷ୍ଣ ମହତାବ ଜୟନ୍ତୀ

0
WhatsApp Image 2024-11-21 at 7.37.51 PM

ଆଜି ଲୋୟର ପି, ଏମ, ଜି,ଛକ ଭୁବନେଶ୍ୱର ଠାରେ ଜୟନ୍ତୀ କମିଟି ତରଫରୁ ୧୨୫ ତମ ରାଜ୍ୟସ୍ତରୀୟ ସ୍ବର୍ଗତ ଉତ୍କଳ କେଶୋରୀ ଡକ୍ଟର ହରେକୃଷ୍ଣ ମହତାବ ଜୟନ୍ତୀ କମିଟି ର ସଭାପତି ତଥା,ଛତିଶଗଡ ପୂର୍ବତନ ରାଜ୍ୟପାଳ,ଶ୍ରୀଯୁକ୍ତ ବିଶ୍ଵ ଭୂଷଣ ହରିଚନ୍ଦନ,ସମ୍ପାଦକ ପୂର୍ବତନ ମନ୍ତ୍ରୀ,ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟଙ୍କଆୟୋଜନ କ୍ରମେ ପ୍ରତି ବର୍ଷ ପରି ଏ ବର୍ଷ ପାଳନ କରା ଯାଇଛି।

ରାଜ୍ୟ ସ୍ତରୀୟ ମହତାବ ଜୟନ୍ତୀ କମିଟି ତରଫରୁ ସମାଜ ସେବୀ ଭାବେ ମୋତେ ଡକ୍ଟର ହରେକୃଷ୍ଣ ମହତାବ ସମ୍ମାନ ପ୍ରଦାନ କରାଯଇଥିବାରୁ ମୁଁ କମିଟିର ସଭାପତି,ସମ୍ପାଦକ ଓସମସ୍ତ କର୍ମ କର୍ତ୍ତା ଙ୍କ ନିକଟରେ ଚିର ରୁଣି ହେବା ସହିତ ସମାଜର ମଙ୍ଗଳ କାର୍ଯ୍ୟ ରେ ନିଜକୁ ନିଓଜିତ କରିବି।

madhu sudan sahu nka report

Leave a Reply

Your email address will not be published. Required fields are marked *