July 2, 2025
Home » ୧୫ ଖଣ୍ଡ ଶାଳ ପଟା ଜବତ କଲା ବନ ବିଭାଗ

୧୫ ଖଣ୍ଡ ଶାଳ ପଟା ଜବତ କଲା ବନ ବିଭାଗ

0
WhatsApp Image 2025-02-26 at 7.31.45 PM

କେନ୍ଦୁଝର: ପାଟଣା ରେଞ୍ଜର ମଲ୍ଲିପଶି ବିଟ୍ ଅନ୍ତର୍ଗତ ଦେଉଳବିଜା ଗ୍ରାମ୍ୟ ଜଙ୍ଗଲରୁ ଚୋରା କାଠ ଚାଲାଣ ହେଉଥିବା ଖବର ପାଇ ବନ ବିଭାଗ ତରଫରୁ ଅତର୍କିତ ଚଢ଼ାଉ କରାଯାଇଥିଲା। ଚଢାଉ ଦେଖି କାଠ ମାଫିଆ ମାନେ ଏକ ପିକ ଅପ୍ ଭ୍ୟାନ ନଂ ଓଡ଼ି ୦୯ଡି ୩୧୩୮କୁ ଛାଡି ଚଂପଟ୍ ମାରିଥିଲେ। ଏହି ଗାଡିରୁ ମୋଟ ୧୫ ଖଣ୍ଡ ଶାଳ ପଟା ଜବତ କରାଯାଇଛି ଯାହାର ମୂଲ୍ୟ ଲକ୍ଷେ ଟଙ୍କାରୁ ଉର୍ଦ୍ଧ୍ବ ହେବ। ବନ ବିଭାଗ ପକ୍ଷରୁ ଏହି ଗାଡ଼ି ଜବତ କରାଯାଇ ଅଧିକ ତଦନ୍ତ କରାଯାଉଛି।

କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ )ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *