July 5, 2025
Home » ମହାଶିବରାତ୍ରୀ ମେଳାର ପ୍ରସ୍ତୁତି ଏବଂ ଆୟୋଜନ

ମହାଶିବରାତ୍ରୀ ମେଳାର ପ୍ରସ୍ତୁତି ଏବଂ ଆୟୋଜନ

0
WhatsApp Image 2025-02-21 at 4.24.48 PM (1)

ଆଜି ଆମ ମୁଖ୍ୟମନ୍ତ୍ରୀ ଶ୍ରୀମୋହନ ଚରଣ ମାଝିଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ବାବା ଧବେଳଶ୍ୱରଙ୍କ ପୀଠରେ ଆଗାମୀ ୨୬ ଫେବୃୟାରୀରୁ ଆୟୋଜିତହେବାକୁ ଥିବା ମହାଶିବରାତ୍ରୀ ମେଳାର ପ୍ରସ୍ତୁତି ଏବଂ ଆୟୋଜନ ବିଷୟରେ ଅବଗତ କରାଇଲି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଆୟୋଜନ ବିଷୟରେ ଜାଣି ନିଜ ଖୁସି ପ୍ରକଟ କରିବା ସହ ପ୍ରଭୁ ଧବଳେଶ୍ୱରଙ୍କୁ ମନେ ପକାଇ ଅଚଂଳବାସୀଙ୍କ ପାଇଁ ମଙ୍ଗଳକାମନା କରିଛନ୍ତି l

ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *