April 24, 2025
Home » କଂଗ୍ରେସ ବିଧାୟକ ଙ୍କ ଅଭିନବ ପ୍ରତିବାଦ

କଂଗ୍ରେସ ବିଧାୟକ ଙ୍କ ଅଭିନବ ପ୍ରତିବାଦ

0

ରାଜ୍ୟରେ ବିଜେପି ସରକାରଙ୍କ ଏକଛତ୍ରବାଦୀ ନୀତି ବିରୋଧରେ କଂଗ୍ରେସ ଦଳର ବିଧାୟକ ମାନେ କଳା ପୋଷାକ ପିନ୍ଧି ଘଣ୍ଟ, ମହୁରୀ, ସାହାନାଇ ବଜାଇ ବିଧାନସଭା ପରିସରରେ ଅଭିନବ ପ୍ରତିବାଦ କରିଛନ୍ତି । ଯାଜପୁର ରେ କଂଗ୍ରେସର ଜବରଦସ୍ତ ପ୍ରଦର୍ଶନ । ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଓ ପ୍ରଭାରୀ ଶ୍ରୀ ଅଜୟ କୁମାର ଲଲ୍ଲୁଙ୍କୁ ଦିଆଗଲା ବିପୁଳ ସମ୍ବର୍ଦ୍ଧନା । ଆସନ୍ତା ୨୭ ତାରିଖ ରେ ବିଧାନସଭା ଘେରାଉ ପାଇଁ ଜିଲ୍ଲାରୁ ୩୦୦୦ ସାଥୀ ଯୋଗ ଦେବେ ବୋଲି ସମବେତ କଂଗ୍ରେସ କର୍ମୀ ନିଷ୍ପତ୍ତି ନେଲେ ।
ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମନୋଜ ରାଉତ ଓ ଜିଲ୍ଲାର ସମସ୍ତ କଂଗ୍ରେସ ନେତାଙ୍କୁ ଆଜିର କାର୍ଯ୍ୟକ୍ରମ ପାଇଁ ଧନ୍ୟବାଦ ଜଣାଇଛନ୍ତି ପିସିସି ସଭାପତି।

ଇପିଏ ରୁ ମଧୁସୂଦନ ସାହୁ ଓ ବିରଂଚି ନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *