December 19, 2025
Home » କାଳବୈଶାଖୀର କରାଳ ରୂପ, ଦେଓଗଡ ଜିଲ୍ଲା ରିଆମାଳ ବ୍ଲକ ଅନ୍ତର୍ଗତ ଗୁଣ୍ଢିଆପାଲି ଗ୍ରାମ ପଞ୍ଚାୟତ ଗୁଣ୍ଡିଆପାଲି ଗ୍ରାମର ଲକ୍ଷ୍lଧିକ ସମ୍ପତ୍ତି କ୍ଷୟକ୍ଷତି

କାଳବୈଶାଖୀର କରାଳ ରୂପ, ଦେଓଗଡ ଜିଲ୍ଲା ରିଆମାଳ ବ୍ଲକ ଅନ୍ତର୍ଗତ ଗୁଣ୍ଢିଆପାଲି ଗ୍ରାମ ପଞ୍ଚାୟତ ଗୁଣ୍ଡିଆପାଲି ଗ୍ରାମର ଲକ୍ଷ୍lଧିକ ସମ୍ପତ୍ତି କ୍ଷୟକ୍ଷତି

0
deba-jda

ଦେଓଗଡ଼ : ଗତକାଲି ବିଳମ୍ୱିତ ରାତି ଦୁଇ ତିନି ଘଣ୍ଟା ଧରି ତାଣ୍ଡବ ରଚିଲା କାଳବୈଶାଖୀ। ବାଦଲ ଫଟl ବର୍ଷା କୁଆ ପଥର ଗୁଣ୍ଡିଆପାଲି ଗ୍ରାମ ହୋଇଗଲା ବେହlଲ। କ୍ଷୟଖେତି ଅନୁଧ୍ୟାନ ଘଟଣା ସ୍ଥଳରେ ଆଜି ୨୩/୦୩/୨୫ ଦିନ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ମହୋଦୟ। ବିଜେପି ଜିଲ୍ଲା ସଭାପତି ଅରୁଣ କୁମାର ସାହୁ ମହୋଦୟ। ସବ କଲେକ୍ଟର ପରଖିତ ସାହୁ ମହୋଦୟ। ତହସିଲଦାର ରିଆମାଳ। ଆରଆଇ।

ସ୍ଥାନୀୟ ସରପଞ୍ଚ। ପହଞ୍ଚି କ୍ଷୟକ୍ଷତି ଅନୁଧ୍ୟାନ କରି ଲୋକଙ୍କୁ ବୁଝା ସୁଝା କରି ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ। ତହସିଲଦାର ଙ୍କ କହିବା କଥା ସତନ୍ତ୍ର ଚାରି ଟି ଟିମ ପ୍ରସ୍ତୁତ କରି ଘଟଣା ସ୍ଥଳରେ ଅନୁଧ୍ୟାନ କରୁଛନ୍ତି। ପାଖାପାଖି ଚାରି ପାଞ୍ଚ ଟି ଗାଁ ଅଦିନିଆ ଝଡ ତୋଫାନ ରେ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ଜିଲାପାଳ ମହୋଦୟ ଙ୍କ କହିବା କଥା ଅଦିନିଆ ଝଡ ତୋଫାନ ରେ ପ୍ରବାହିତ ହେଉଥିବା ଲୋକ ଙ୍କୁ ତୁରନ୍ତ ଅନୁଧ୍ୟାନ କରି ଲୋକଙ୍କୁ ରିଲଫ, ଟ୍ରିପାଲ ଓ ସରକାର ଙ୍କ ନିୟମ ଅନୁଯାୟୀ ପାଉଣା ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି। ଜିଲ୍ଲା ବିଜେପି ସଭାପତି ଝଡ ତୋଫାନ ପ୍ରଭାବିତ ହୋଇ ଥିବା ଜଣାପଡ଼ିଛି ଅଞ୍ଚଳ ପରିଦର୍ଶନ କରି ଅନୁଧ୍ୟାନ କରିଥିବା ଜଣାପଡ଼ିଛି।

ଅନେକ ଲୋକ ଙ୍କ ଘର ଭାଙ୍ଗିବା ସହିତ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି। ଘର ଆଜବେଷ୍ଟର ଓ ଟାଇଲ ଅନେକ ଗୁଡ଼ିଏ ଘର ଭାଙ୍ଗି ଯାଇଥିବା ଓ ଜିଲ୍ଲା ପ୍ରଶାସନ ଙ୍କ ସହିତ ଆଲେଚନା କରି ଥିବା ଜଣାପଡ଼ିଛି। ଆଗମୀ ଦିନରେ ଅଦିନିଆ ଝଡ ତୋଫାନ ସମ୍ଭାବନା ପାଈ ପ୍ରସ୍ତୁତ ରହିବା ପାଇଁ ଜିଲ୍ଲା ପ୍ରଶାସନ ଙ୍କ ସହିତ ଆଲୋଚନା କରିଥିଲେ।

ଦେବଗଡ ଇପିଏ ରୁ ଦେବାନନ୍ଦ ନାଏକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *