କଳାକାରମାନଙ୍କୁ ନେଇ BBN ପୂଜାକମିଟି ଦ୍ୱାରା ମାଁ ଗଜଲକ୍ଷ୍ମୀ ପୂଜା ଅବସରରେ ମହାନ ସାମାଜିକ ନାଟକ *ସତଠୁ ସପନ ଅନେକ ଦୂର ମଞ୍ଚସ୍ଥ ହୋଇଯାଇଛି ।
ରାମନାଗୁଡା :---- ରାୟଗଡା ଜିଲ୍ଲାର ଗୁଣୁପୁର ସଦର ଠାରେସ୍ଥାନୀୟ କଳାକାରମାନଙ୍କୁ ନେଇ BBN ପୂଜାକମିଟି ଦ୍ୱାରା ମାଁ ଗଜଲକ୍ଷ୍ମୀ ପୂଜା ଅବସରରେ ମହାନ ସାମାଜିକ ନାଟକ ସତଠୁ...
