November 13, 2025

Month: October 2024

ବିଶ୍ୱ ଶାନ୍ତି ବିଷ୍ଣୁ ମହାଯଜ୍ଞ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

l ବୌଦ୍ଧ -- ବୌଦ୍ଧ ଜିଲ୍ଲା ତାଳସରଡ଼ା ପଂଚାୟତ ଐତିହାସିକ ସିଦ୍ଧଗୁରୁ ମଠ ଡ଼ମ୍ବରୁଗଡ଼(କଂକଲା)ଠାରେ ପବିତ୍ର କାର୍ତ୍ତିକ ମାସ ପଞ୍ଚକ ପାଞ୍ଚ ଦିନ ନଭେମ୍ବର 11ଠାରୁ 15...

ଗୁଆଲି ଲୌହ ଖଣିରେ ସ୍ୱଚ୍ଛତା ପଖୱାଡା କାର୍ଯ୍ୟକ୍ରମ

    ଯୋଡ଼ା - ଇଣ୍ଡିଆନ ବୁ୍ୟରୋ ଅଫ୍ ମାଇନ୍ସ (IBM) ର ନିଦେ୍ର୍ଦଶାନୁସାରେ ଓଡିଶା ଖଣି ନିଗମ ଅନ୍ତର୍ଗତ ଗୁଆଲି ଖଣି ନିଗମରେ ସ୍ୱଚ୍ଛତା ପଖୱାଡା-୨୦୨୪...

ଗଜପତି : କ୍ରୀଡା ଶିକ୍ଷକଙ୍କ ଦୋକାନରେ ରଙ୍ଗ ଦିଆ କାର୍ଯ୍ୟରେ ଛାତ୍ରମାନେ ନିୟୋଜିତ

  ଗଜପତି ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ମଧ୍ୟରେ ଅବ୍ୟବସ୍ଥା ଘଟଣା ଦିନକୁ ଦିନ ବଢିବାରେ ଲାଗିଛି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନୀରବ ପ୍ରୋତ୍ସାହନ ଓ ସହଯୋଗରେ...

ଗୁଆଲି ଲୌହ ଖଣିରେ ସ୍ୱଚ୍ଛତା ପଖୱାଡା କାର୍ଯ୍ୟକ୍ରମ

  ଯୋଡ଼ା - ଇଣ୍ଡିଆନ ବୁ୍ୟରୋ ଅଫ୍ ମାଇନ୍ସ (IBM) ର ନିଦେ୍ର୍ଦଶାନୁସାରେ ଓଡିଶା ଖଣି ନିଗମ ଅନ୍ତର୍ଗତ ଗୁଆଲି ଖଣି ନିଗମରେ ସ୍ୱଚ୍ଛତା ପଖୱାଡା-୨୦୨୪ କାର୍ଯ୍ୟକ୍ରମ...

ଓସାକା ହାଇଦ୍ରାବାଦରେ ପାରମ୍ପରିକ ନୂଆଁଖାଇ ଭେଟଘାଟ୍ ଅନୁଷ୍ଠିତ

  ସୁବର୍ଣ୍ଣପୁର --ହାଇଦ୍ରାବାଦ ସ୍ଥିତ ପ୍ରବାସୀ ପଶ୍ଚିମ ଓଡିଶା ବାସୀଙ୍କ ଅଗ୍ରଣୀ ସଂଗଠନ ପଶ୍ଚିମ ଓଡିଶା ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ "ଓସାକା" ତରଫରୁ ବଂଜାରା ହିଲ୍'ସସ୍ଥିତ...

ଧର୍ମଗଡ ରେ ଆଜି ଠାରୁ ଆରମ୍ଭ ହେଲା ଜଗତ ଜନନୀ ମା ଦୂର୍ଗା ଙ୍କର ନବଦିନାତ୍ମକ ପୁଜା….. ସହର ଉତ୍ସବ ମୁଖର….

  ବିଲ୍ଵ ବରଣ ପରେ ଆଜି ବିଧିବଦ୍ଧ ଭାବେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରେ ଆରମ୍ଭ ହୋଇଛି ଶାରଦୀୟ ଦୁର୍ଗାପୂଜା ଚଳିତ ବର୍ଷ ଧର୍ମଗଡ଼ ସହର ଆଜି...

ବିଶ୍ବ ନିକେତନ ରେ ଆନ୍ତର୍ଜାତିକ ଜରା ଦିବସ ପାଳିତ

ବ୍ରହ୍ମପୁର:ଆନ୍ତର୍ଜାତିକ ଜରା ଦିବସ ପାଳନ ଅବସରରେ ମହାନ୍ ସଂଘ ଦ୍ୱାରା ପରିଚାଳିତ ରାମଚନ୍ଦ୍ର ପୂର୍ ସ୍ଥିତ ଜରା ନିବାସରେ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ...

ଗାନ୍ଧୀ ଜୟନ୍ତୀରେ “ସ୍ୱଚ୍ଛତା ହିଁ ସେବା” ମାଧ୍ୟମରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ବ୍ରହ୍ମପୁର, : ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ "ସ୍ୱଚ୍ଛତା ହିଁ ସେବା" ମାଧ୍ୟମରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ବ୍ରହ୍ମପୁର...

ବିଜୁ ଜନତା ଦଳ ତରଫରୁଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୂଷ୍ପ ମାଲ୍ୟାର୍ପଣ

ଜାତୀର ପିତା ମହାତ୍ମା ଗାନ୍ଧୀ ଏବଂ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀ ଙ୍କ ପବିତ୍ର ଜୟନ୍ତୀ ଅବସରରେ ବ୍ରହ୍ମପୁର ମହାନଗର ବିଜୁ ଜନତା ଦଳ...

ଜବାହରଲାଲ ନେହେରୁ ଟ୍ରଷ୍ଟକୁ ପାରାଦୀପ ପୌରପାଳିକା ପକ୍ଷରୁ ସ୍ୱଚ୍ଛତା ପୁରସ୍କାର ପ୍ରଦାନ।

  ପାରାଦୀପ- ପାରାଦୀପର ଅନ୍ୟତମ ସ୍ୱେଚ୍ଛାସେବୀ ସଂଗଠନ ଜବାହରଲାଲ ନେହେରୁ ଟ୍ରଷ୍ଟ ପକ୍ଷରୁ ବିଶ୍ୱକର୍ମା ପୂଜା ସମୟରେ ଦୀର୍ଘ ୭ ଦିନ ବ୍ୟାପି ସଫେଇ କାର୍ଯ୍ୟକ୍ରମରେ ସନ୍ତୋଷ...