July 31, 2025

Month: November 2024

ନକଲି ଏସସି ହଟାଅ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର -- ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସାଇ ଗେଷ୍ଟ ହାଉସ ଠାରେ ନକଲି ଏସ ସି ହଟାଅ ପ୍ରସ୍ତୁତି ବୈଠକ ଅଲ୍ ଓଡିଶା କେଡିକେ ହଟାଅ କ୍ରିୟାନୁଷ୍ଠାନ...

ସୁରକ୍ଷା ବାଡ଼ ନଥିବାରୁ ଅସୁରକ୍ଷିତ ଅବସ୍ଥାରେ ଭୁଦୋବର ସ୍କୁଲ

ସୁବର୍ଣ୍ଣପୁର-- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ଉଲୁଣ୍ଡା ବ୍ଲକ ମହଦା ଗ୍ରାମପଞ୍ଚାୟତ ର ଭୁଦୋବର ଗ୍ରାମରେ ଥିବା ପ୍ରାଇମେରୀ ସ୍କୁଲ ଏବେ ରକ୍ଷଣାବେକ୍ଷଣ ଅଭାବରୁ ବିପଦସଙ୍କୁଳ...

ବିଡ଼ିଓ ସାମ୍ୱାଦିକ ବିବାଦ ରେ ଆଇ ଜି ହିମାଂଶୁ ଲାଲ ଙ୍କ ତଦନ୍ତ ଆରମ୍ଭ l

ସୁବର୍ଣ୍ଣପୁର --ସୋନପୁର ବିଡିଓ ଓ ସାମ୍ବାଦିକ ବିବାଦ ମାମଲାରେ ଗତ କାଲି ସମ୍ବଲପୁର ଉତ୍ତରାଞ୍ଚଳ ଆଇଜି ହିଂମାଶୁ ଲାଲ ସୁବର୍ଣ୍ଣପୁର ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି...

ବେନିୟମର ସାଇରାମ ରେଷ୍ଟୁରାଣ୍ଟ ଉପରେ ଚଢ଼ାଉ ସହ ରେଷ୍ଟୁରାଣ୍ଟକୁ ସିଲ କଲା ଜିଲ୍ଲା ପ୍ରଶାସନ ମିଳିତ ଯାଞ୍ଚ ଦଳ

ରାୟଗଡ଼ା ସହର ସ୍ଥିତ ସାଇରାମ ରେଷ୍ଟୁରାଣ୍ଟକୁ ଶନିବାର ଦିନ ପ୍ରଶାସନ ସିଲ କରିଛି । ଏହା ରାୟଗଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟବର୍ତ୍ତୀ ସମନ୍ବିତ ଶିଶୁ ବିକାଶ କାର୍ଯ୍ୟାଳୟ ଛକ...

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ କଳା ଉତ୍ସବ-୨୦୨୪ ଅନୁଷ୍ଠିତ

ମାଲକାନଗିରି ସମଗ୍ର ଶିକ୍ଷା ଅଭିଯାନ ଆନୁକୁଲ୍ୟରେ ୨୭/୧୦/୨୪ ତାରିଖରେ ବୁଟିଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ କଳା ଉତ୍ସବ-୨୦୨୪...

ନନ୍ଦପୁର ଥାନା ଅନ୍ତର୍ଗତ ଖୁଡ଼ୁବି ଛକ ନିକଟରେ ଦଂପତିଙ୍କୁ ଆକ୍ରମଣ ଘଟଣା ନେଇ ସାମ୍ବାଦିକ ସମ୍ମିଳନୀ :ତିନି ଅଭିଯୁକ୍ତ ଗିରଫ

କୋରାପୁଟ ଜିଲ୍ଲା ନନ୍ଦପୁର ଅଞ୍ଚଳରେ ଏକ ଦମ୍ପତିଙ୍କୁ କିଛି ଦୁର୍ବୃତ ୦୪/୧୧/୨୪ ତାରିଖରେ ଗଛରେ ବାନ୍ଧି ସ୍ବାମୀ ସମ୍ମାନରେ ସ୍ତ୍ରୀକୁ ଗଛରେ ବାନ୍ଧି ସମସ୍ତ ଗୋହଣା ଅଳଙ୍କାର...

ଇଷ୍ଟଦେବଙ୍କ ଦର୍ଶନ କରି ପ୍ରତିଷ୍ଠା କାର୍ଯ୍ୟରେ ଯୋଗଦେଲେ ମହୁରୀ ରାଜା

ବ୍ରହ୍ମପୁର, ୬/୧୧ (ନରସିଂହ ଡାକୁଆ): ମହୁରୀ ରାଜା ଶ୍ରୀ ଅଶୋକ କୁମାର ନରେନ୍ଦ୍ର ଦେବ ବଡ଼ ବଜାର ସ୍ଥିତ ଚନ୍ଦ୍ର ଶେଖର ମହାଦେବ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ...

ଡୋନାଲ୍ଡ ଟ୍ରମ୍ପ ହେଲେ ଆମେରିକାର ୪୭ ତମ ରାଷ୍ଟ୍ରପତି

ନୂଆଦିଲ୍ଲୀ : ଡୋନାଲ୍ଡ ଟ୍ରମ୍ପ ହେଲେ ଆମେରିକାର ୪୭ ତମ ରାଷ୍ଟ୍ରପତି । ଜିତିବା ପରେ ଆମେରିକାବାସୀଙ୍କୁ ବିଜୟୀ ଭାଷଣ ଦେଇ ପ୍ରଥମେ ଟ୍ରମ୍ପ ଆମେରିକାବାସୀଙ୍କୁ ଧନ୍ୟବାଦ...

ଚନ୍ଦନପୁର ହତ୍ୟାକାଣ୍ଡ ଘଟଣା ର ପର୍ଦ୍ଦାଫାଶ କଲା ପୋଲିସ

:ପୁରୀରେ ଚନ୍ଦନପୁର ଥାନା ଅନ୍ତର୍ଗତ କାପ୍ତେଶ୍ଵରରେ ଯୁବକଙ୍କୁ ହତ୍ୟା ଘଟଣାରେ ସମସ୍ତ ଅଭିଯୁକ୍ତକୁ ଭୁବନେଶ୍ୱର ନିକଟରୁ ଗିରଫ କରାଯାଇଛି।ଏହି ହତ୍ୟାକାଣ୍ଡ ଘଟଣାରେ ଦୁଇ ମହିଳା ମଧ୍ୟ ସାମିଲ...

ରାଜ୍ୟବାସୀଙ୍କୁ ସୁଶାସନ ଦେବା ମିଥ୍ୟା ପ୍ରତିଶୃତି ଦେଇ ଯେଉଁ ଭୋଟ ଗ୍ରହଣ କରି ସରକାର ଗଢ଼ିଛନ୍ତି ତାହା ବିଫଳ:ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର

ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଜିଲ୍ଲା ସଭାପତି ଡ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ...