ଓଡିଶାରେ ଜାତି- ଭିତ୍ତିକ ଜନଗଣନା ଦାବିରେ ସମାଜବାଦୀ ପାର୍ଟିର ଗଣ ଧାରଣା ଓ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ
ଭୁବନେଶ୍ୱର: ଜାତି ଜନଗଣନା ପ୍ରସଙ୍ଗରେ ସର୍ବଭାରତୀୟ ସ୍ତରରେ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବ ଦାବି କରି ଆସୁଥିବା ବେଳେ ଇଣ୍ଡିଆ ମେଣ୍ଟର ସମସ୍ତ ଭାଗିଦାରୀ...