ଅନୁପଯୁକ୍ତ ସମ୍ପତ୍ତି ଜମା କରିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଜୟପୁର ବ୍ଲକର ଆସିଷ୍ଟାଣ୍ଟ ଏଜୁକ୍ୟୁଟିଭ୍ ଇ°ଜିନିୟରଙ୍କୁ ଚଢ଼ାଉ
ଏକ କାଳୀନ ୦୬ଟି ସ୍ଥାନରେ ଚଢାଉ ତତନ୍ତ ପ୍ରକ୍ରିୟା ଜାରୀ ଜୟପୁର ବ୍ଲକର ଆସିଷ୍ଟାଣ୍ଟ ଏଜୁକ୍ୟୁଟିଭ୍ ଇ°ଜିନିୟର ଓ ଜୟପୁର ମ୍ୟୁନିସିପାଲିଟିର ଦାୟିତ୍ୱରେ ଥିବା ମ୍ୟୁନିସିପାଲିଟି ଇ°ଜିନିୟର...