July 4, 2025

Month: March 2025

ଜଟିଳ ହୃଦ ସମସ୍ୟା ଥିବା ନବଜାତ ଶିଶୁର ଜୀବନ ବଂଚାଇଲେ ସମ୍ ଶିଶୁରୋଗ ବିଶେଷଜ୍ଞ

ଭୁବନେଶ୍ୱର, ୨୫ ମାର୍ଚ୍ଚ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଶିଶୁରୋଗ ବିଶେଷଜ୍ଞ ଖୁବ କମ୍...

ସୋଆ ଭେଟେରିନାରି କଲେଜରେ ୫ ଦିନିଆ ତାଲିମ ଶିବିର ଉଦ୍‌ଘାଟିତ

ଭୁବନେଶ୍ୱର, ମାର୍ଚ୍ଚ ୨୬: ଓଡିଶା ସରକାରଙ୍କ ଅଧିନସ୍ଥ ଭଟେରିନାରୀ ଅଫିସର୍ସ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍ (ଭୋଟି), ମତ୍ସ୍ୟ ଏବଂ ପଶୁ ସମ୍ଫଦ ବିକାଶ ବିଭାଗ ଓ ସୋଆ ପରିଚାଳିତ...

ଜରୁରୀକାଳୀନ ହୃଦରୋଗ ପ୍ରାଥମିକ ଚିକିତ୍ସା ନିମନ୍ତେ ଓଡ଼ିଶାରେ ସମ୍ ହସ୍ପିଟାଲ୍ ଏକମାତ୍ର ଆଂଚଳିକ ତାଲିମ କେନ୍ଦ୍ର ଭାବେ ମନୋନୀତ

ଭୁବନେଶ୍ୱର, ମାର୍ଚ୍ଚ ୨୬: ଜରୁରୀକାଳୀନ ପରିସ୍ଥିତିରେ ହୃଦରୋଗୀର ଜୀବନ ରକ୍ଷା ନିମନ୍ତେ ଆବଶ୍ୟକୀୟ ପ୍ରାଥମିକ ଚିକିତ୍ସା ସମ୍ବନ୍ଧୀୟ ଆଂଚଳିକ ତାଲିମ କେନ୍ଦ୍ର ଭାବେ ଶିକ୍ଷା ଓ ଅନୁସନ୍ଧାନ...

ଗୋରୁ ବୋଝେଇ ବୋଲେରୋ ଦୁର୍ଘଟଣାଗ୍ରସ୍ତ,୫ଗୋରୁ ସମେତ ୩ ଜଣ ବ୍ୟକ୍ତି ଗୁରୁତର

କେନ୍ଦୁଝର, ତା ୨୬/୩- ଘଟଗାଁ ଥାନା ଢ଼େଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ ମୁଦ୍ରାବେଡା ଛକ ନିକଟରେ ଭୋର ପାଞ୍ଚଟା ସମୟରେ ଏକ ଗୋରୁ...

ପିପୁଲ୍ସ ପ୍ରେସ୍ ଟ୍ରଷ୍ଟର ପଞ୍ଚମ ବାର୍ଷିକୋତ୍ସବ ଅନୁଷ୍ଠିତ;ବିଭିନ୍ନ ବ୍ଯକ୍ତିତ୍ବ ସମ୍ବର୍ଦ୍ଧିତ

ବ୍ରହ୍ମପୁର,୨୩/୦୩: ପିପୁଲ୍ସ ପ୍ରେସ୍ ଟ୍ରଷ୍ଟର ପଞ୍ଚମ ବାର୍ଷିକ ଉତ୍ସବ ବ୍ରହ୍ମପୁର ସ୍ଥିତ କେ.ସି.ପବ୍ଲିକ ସ୍କୁଲ ଠାରେ ଅନୁଷ୍ଠିତ ହୋଇ ଯାଇଛି । ବାର୍ଷିକ ଉତ୍ସବର ପ୍ରଥମ ଅଧିବେଶନରେ...

ସମଗ୍ର ଶିକ୍ଷା ଯୋଜନା ର ସାମାଜିକ ସମୀକ୍ଷା ଅନୁଷ୍ଠିତ l

ସୁବର୍ଣ୍ଣପୁର -- ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ରେଙ୍ଗାଲି, ଲଛୀପୁର, ଶରଧାପାଲି , ଛକୋରମାଲ ,ମୟୂରଉଡାଣ,ନାରାୟଣପୁର ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ଡବଳଙ୍ଗ, ମାଟିଆପାଲି, ଲୁପୁରସିଂହା, ଖଲିଆପାଲି,...

ମାଟୁପାଲି ଛକ ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା,୨ ମୃତ ୩ ଗୁରୁତର l ସୁବର୍ଣ୍ଣପୁର – ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ମାଟୁପାଲି ଛକଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଘଟଣା ସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି । ଖବର ଅନୁସାରେ ସୋନପୁର ପଟୁ ଦୃତ ଗତିରେ ଆସୁଥିବା ଏକ ହାଇୱା ଗାଡ଼ି ଏବଂ ସିଣ୍ଡୋଲ ପଟରୁ ଆସୁଥିବା ଏକ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଯାହା ଫଳରେ ବୋଲେରୋ ରେ ଥିବା ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ ଓ ଜଣେ ଗୁରୁତର ଆହତ ହୋଇଥିଲେ । ଏପରିକି ବୋଲେରୋକୁ ଧକ୍କା ଦେବା ପରେ ହାଇୱା ଟି ରାସ୍ତା କଡ଼ରେ ଓଲଟି ପଡିଥିଲା। ଯଦ୍ୱାରା ହାଇୱାରେ ବସିଥିବା ୨ ଜଣ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ମୃତକ ମାନେ ଟାଟା ପାୱାରର କର୍ମଚାରୀ ବୋଲି ଜଣା ପଡିଛି। ଉଲୁଣ୍ଡା ଅଗ୍ନିଶମ ବିଭାଗ ସଦଳବଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ଗୁରୁତର ବ୍ୟକ୍ତି ମାନଙ୍କୁ ଉଲୁଣ୍ଡା ଡାକ୍ତରଖାନାକୁ ପଠାଇଛନ୍ତି । ଘଟଣା ସ୍ଥଳରେ ଉଲୁଣ୍ଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

x ସୁବର୍ଣ୍ଣପୁର - ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ମାଟୁପାଲି ଛକଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଘଟଣା ସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ...

Read MoreRead more about ମାଟୁପାଲି ଛକ ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା,୨ ମୃତ ୩ ଗୁରୁତର l ସୁବର୍ଣ୍ଣପୁର – ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ମାଟୁପାଲି ଛକଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଘଟଣା ସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି । ଖବର ଅନୁସାରେ ସୋନପୁର ପଟୁ ଦୃତ ଗତିରେ ଆସୁଥିବା ଏକ ହାଇୱା ଗାଡ଼ି ଏବଂ ସିଣ୍ଡୋଲ ପଟରୁ ଆସୁଥିବା ଏକ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଯାହା ଫଳରେ ବୋଲେରୋ ରେ ଥିବା ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ ଓ ଜଣେ ଗୁରୁତର ଆହତ ହୋଇଥିଲେ । ଏପରିକି ବୋଲେରୋକୁ ଧକ୍କା ଦେବା ପରେ ହାଇୱା ଟି ରାସ୍ତା କଡ଼ରେ ଓଲଟି ପଡିଥିଲା। ଯଦ୍ୱାରା ହାଇୱାରେ ବସିଥିବା ୨ ଜଣ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ମୃତକ ମାନେ ଟାଟା ପାୱାରର କର୍ମଚାରୀ ବୋଲି ଜଣା ପଡିଛି। ଉଲୁଣ୍ଡା ଅଗ୍ନିଶମ ବିଭାଗ ସଦଳବଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ଗୁରୁତର ବ୍ୟକ୍ତି ମାନଙ୍କୁ ଉଲୁଣ୍ଡା ଡାକ୍ତରଖାନାକୁ ପଠାଇଛନ୍ତି । ଘଟଣା ସ୍ଥଳରେ ଉଲୁଣ୍ଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

ଜ୍ଞାନ ପ୍ରକାଶର ତରଭା ଶାଖା ଉଦ୍ଘାଟିତ

ସୁବର୍ଣ୍ଣପୁର -- ତରଭା ଏନ୍.ଏ.ସି. ପାଠାଗାରଠାରେ ଜ୍ଞାନ ପ୍ରକାଶ, ବୌଦ୍ଧ ତରଫରୁ ତରଭା ସହରରେ ଏକ ବ୍ଲକ୍ ଶାଖାର ଉଦଘାଟନୀ ସଭା ଓ କବିତା ଆସର ଅନୁଷ୍ଠିତ...

କୁଣ୍ଡାମାଲ ସ୍କୁଲରେ ଶିଶୁ ବାଟିକା ତାଲିମ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର - ପାଞ୍ଚଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଶିଶୁ ବାଟିକା ତାଲିମ କାର୍ଯ୍ୟକ୍ରମ ପଲସାଗୋରା କ୍ଲଷ୍ଟରର କୁଣ୍ଡାମାଲ ଉନ୍ନୀତ ହାଇସ୍କୁଲ ଠାରେ ତାଲିମରେ ବ୍ଲକର ୫୦ଜଣ...

ବିଷମକଟକ ବ୍ଲକ ସଦର ମହକୁମା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ବିଷମକଟଜ ବ୍ଲକ ସଦର ମହକୁମାସ୍ଥିତ ଗିଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି ।...