ଆଇନଗତ ଢାଞ୍ଚା ମଧ୍ୟରେ ନିର୍ବାଚନ ପ୍ରକ୍ରିୟାକୁ ଆହୁରି ମଜବୁତ କରିବା ପାଇଁ ଦଳୀୟ ସଭାପତି ଏବଂ ବରିଷ୍ଠ ନେତାମାନଙ୍କୁ ଆଲୋଚନା ପାଇଁ ଆମନ୍ତ୍ରଣ କଲେ ନିର୍ବାଚନ କମିଶନ l
ସୁବର୍ଣ୍ଣପୁର --ଭାରତୀୟ ନିର୍ବାଚନ କମିଶନ ଇଆରଓ , ଜିଲ୍ଲା ନିର୍ବାଚନ ଅଧିକାରୀ କିମ୍ବା ମୁଖ୍ୟ ନିର୍ବାଚନ ଅଧିକାରୀ ସ୍ତରରେ ନିର୍ବାଚନ ସମ୍ବଦ୍ଧିୟ ଯେକୌଣସି ସମାଧାନ ନହୋଇଥିବା ସମସ୍ୟା...