July 4, 2025

Month: March 2025

ମଦ ଭାଟି ଲୁଟ ଘଟଣା,ଜୟପାଟଣା ପୋଲିସକୁ ସଫଳତା।

୧୦ ଜଣିଆ ଚୋର ଗ୍ୟାଙ୍ଗ ଗିରଫ.... ଦେଶୀ ମଦ ଭାଟି ରୁ ଡକାୟତି ଘଟଣା ରେ ପୁଲିସ କୁ ସଫଳତା ମିଳିଛି, ୧୦ ଆନ୍ତଃ ରାଜ୍ୟ ଡକାୟତି...

ବିନା ସୂଚନା ଫଳକରେ କାର୍ଯ୍ୟକରା ନ ହୋଇ ଡିମାଣ୍ଡ ପଡୁଛି ମନରେଗା ଯୋଜନାକାର୍ଯ୍ୟାନୁଷ୍ଠାନ ବିଫଳ ମିଳିତ ଭଗତରେ ଚାଲିଛି ଖେଳ!

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଏକ ଆଦିବାସୀ ବ୍ଲକ ଏହି ବ୍ଲକରେ ଚାଷ ଉପରେ ନିର୍ଭର!ଘାଗରାମୁଣ୍ଡା ପଂଚାୟତ ଗତରେଇ ଗଣ୍ଡସାହି ପୋଖରୀ ଖନନ ନ ହୋଇ ୧୧୪୩୦୦...

ଏଚଆଇଭି ଓ ଏଡ଼ସ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର ---ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସଦର କଣ୍ଟାମାଳ ସରକାରୀ ଉଚ୍ଚ ବିଦ୍ୟାଳୟର ରେଡ୍ ରିବନ୍ କ୍ଲବ୍ ଓ ଜୁନିଅର ରେଡ କ୍ରସର ମିଳିତ ଆନୁକୂଲ୍ୟରେ ଏଚ୍ଆଇଭି...

+2 ପରୀକ୍ଷା ଖାତା ମୂଲ୍ୟାଙ୍କନ ବର୍ଜନ କରିବାକୁ ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର --ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ତରଫରୁ ସଂଘର ରାଜ୍ୟ ସଭାପତି ଶ୍ରୀଯୁକ୍ତ ବିଶ୍ୱରଞ୍ଜନ ଦାସଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷର +2 ପରୀକ୍ଷା...

ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ

l ସୁବର୍ଣ୍ଣପୁର ----ରାଜ୍ୟର ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ । ଏହି ଉଦ୍ଦେଶ୍ୟକୁ ପୂରଣ କରିବା ପାଇଁ ନୂତନ ଶିକ୍ଷାନୀତି-୨୦୨୦ ଅନୁଯାୟୀ...

ଵାସନ୍ତିକ ଦୁର୍ଗୋତ୍ସଵ ପାଇଁ ମା’ ରାମଚଣ୍ଡୀ ଙ୍କ ପୀଠ ଚଳଚଞ୍ଚଳ

ଛତ୍ରପୁର: ଚଳିତ ବର୍ଷ ସମସ୍ତ ଦେବୀ ପୀଠ ମାନଙ୍କରେ ପବିତ୍ର ଚୈତ୍ର ପର୍ବ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି l ଏହି ନବରାତ୍ରୀ ପୂଜାକୁ ଵାସନ୍ତିକ ଦୁର୍ଗୋତ୍ସଵ...

ବିଏମ୍ ସି ର ଜିରୋ ଓ୍ୱେଷ୍ଟ ସଂକଳ୍ପ

ଭୁବନେଶ୍ୱର;ତା 29।03।2025ରିଖ:ପରିମଳ ଅଭ୍ୟାସର ଏକ ଉଚ୍ଚ ମାନାଙ୍କ ହେଉଛି ଶୂନ୍ୟ ବର୍ଜ୍ୟ ଆଚରଣ । ଏହା କରିବାକୁ ଯାଇ ଚଳିତ ବର୍ଷ ଭୁବନେଶ୍ୱର ମହାନଗର ନିଗମ ନିଜସ୍ୱ...

ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ପକ୍ଷରୁ“୬୯ ତମ ରେଳ ସେବା ପୁରସ୍କାର”ବିତରଣ ଉତ୍ସବ ଅନୁଷ୍ଠିତ।

ଖୋର୍ଦ୍ଧା-ଜଟଣୀ ୨୪ ମାର୍ଚ୍ଚ ୨୦୨୫:- ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ପକ୍ଷରୁ,ରେତଙ୍ଗ କଲୋନୀ ସ୍ଥିତ ରେଲୱେ କଲ୍ୟାଣ ମଣ୍ଡପ ଠାରେ,୬୯ ତମ ରେଳ ସେବା ପୁରସ୍କାର–୨୦୨୪, ବିତରଣ ଉତ୍ସବ...

ଜ୍ଞାନ ପ୍ରକାଶର ତରଭା ଶାଖା ଉଦ୍’ଘାଟିତ

ତରଭା, : ସ୍ଥାନୀୟ ଏନ୍.ଏ.ସି. ପାଠାଗାରଠାରେ ଜ୍ଞାନ ପ୍ରକାଶ, ବୌଦ୍ଧ ତରଫରୁ ତରଭା ସହରରେ ଏକ ବ୍ଲକ୍ ଶାଖାର ଉଦଘାଟନୀ ସଭା ଓ କବିତା ଆସର ଅନୁଷ୍ଠିତ...

ଗାନ୍ଧୀ ସ୍ମୃତି ଭବନଠାରେ ଆନ୍ତର୍ଜାତିକ ସମବାୟ ବର୍ଷ ପାଳନର ଶୁଭାରମ୍ଭ।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷ ଡିସେମ୍ବର ମାସ ପର୍ଯ୍ୟନ୍ତ ଆନ୍ତର୍ଜାତିକ ସମବାୟ ବର୍ଷ ପାଳନ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଜିଲାସାରା ଅନୁଷ୍ଠିତ ହେବ।ଚଳିତ ବର୍ଷର...