ବାଲିଅନ୍ତା ବ୍ଲକ ସମ୍ମୁଖରେ ଆନ୍ଦୋଳନରତ ସାମ୍ବାଦିକମାନଙ୍କୁ ସାକ୍ଷାତ କଲେ କଂଗ୍ରେସ ପ୍ରତିନିଧିଦଳ
ଭୁବନେଶ୍ୱର: ବାଲିଅନ୍ତା ପଞ୍ଚାୟତ ସମିତି ଅଧ୍ୟକ୍ଷା ଗଣମାଧ୍ୟମର ପ୍ରତିନିଧିଙ୍କୁ ଅସମ୍ମାନିତ କରିବା ପ୍ରତିବାଦରେ ବାଲିଅନ୍ତା ବ୍ଲକ ସମ୍ମୁଖରେ ଆନ୍ଦୋଳନରତ ବାଲିଅନ୍ତା-ବାଲିପାଟଣା-ଧଉଳିର ସାମ୍ବାଦିକମାନଙ୍କୁ ଆଜି କଂଗ୍ରେସ ଦଳର ପ୍ରତିନିଧିମାନେ...